正在加载视频...
视频加载失败
ନିଜର ବ୍ୟସ୍ତମୟ ଜୀବନରୁ କିଛି ସମୟ ବାହାର କରି ଦୈନନ୍ଦିନ ବ୍ୟାୟାମ କରିବା ଉଚିତ୍। ନିୟମିତ ବ୍ୟାୟାମ ଦ୍ଵାରା ଉଭୟ ଶରୀର ଓ ମନ ସୁସ୍ଥ ରହିଥାଏ। ପ୍ରାତଃ ଭ୍ରମଣ....📍ଗାନ୍ଧୀ ପାର୍କ, ଶ୍ରୀକ୍ଷେତ୍ର ପୁରୀ #morningmotivation #jogging
27,606 次观看 • 2 年前 •via X (Twitter)
10 条评论

@MohanMOdisha @CMO_Odisha @BJP4Odisha @BJP4India @dpradhanbjp ଜୟ ଜଗନ୍ନାଥ 🙏 ସାର ଟିକିଏ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝର ର ଧରଣୀଧର ମେଡିକାଲ କଲେଜକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ପଦକ୍ଷେପ ନିଅନ୍ତୁ।ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ର ଲୋକମାନେ ଅଯଥାରେ ହଇରାଣ ହେଉଛନ୍ତି।ଛୋଟ ଛୋଟ କଥାରେ କଟକ ରେଫର କରାଯାଉଛି,ତେବେ ଏତେ ଅର୍ଥ ବ୍ୟୟ କରି ମେଡିକାଲ କରିବାର ମାନେ କିଛି ନାହିଁ।

@MohanMOdisha @CMO_Odisha @BJP4Odisha @BJP4India @dpradhanbjp Apan minister boli miligala amaku kauthi miliba jaga byayam pain, na gaon re khali jaga achi na saharare sabu sarakari jami dakhal Kari Mafia rakhile , gaon re influential loka chasa jami re convert kale au town re building baneile

@MohanMOdisha @CMO_Odisha @BJP4Odisha @BJP4India @dpradhanbjp Khali Gapa katha... Chora Dala nku vote deiki bhul heichi

@MohanMOdisha @CMO_Odisha @BJP4Odisha @BJP4India @dpradhanbjp ମଧୁର ବଚନ ଶୁଣି ଶୁଣି ମୋ ଭୋଟ ମୁ ଦେଇ ଦେଲି ଆଜି ମୁ ଦୁଃଖିତ....

@MohanMOdisha @CMO_Odisha @BJP4Odisha @BJP4India @dpradhanbjp ଏହି ସବୁ ଗତ ନବୀନ ପଟ୍ଟନାୟକ ସରକାର ଅମଳରେ ହୋଇଥିବା ଉଦ୍ୟାନ, ଯେଉଁ ଥିରେ ଆପଣ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ପାଇଁ ବାର୍ତ୍ତା ଦେଇଛନ୍ତି, ଧନ୍ୟବାଦ l

@MohanMOdisha @CMO_Odisha @BJP4Odisha @BJP4India @dpradhanbjp Park ta bhala discuchi, time to change its name.

@MohanMOdisha @CMO_Odisha @BJP4Odisha @BJP4India @dpradhanbjp Sir tike Puri medical upare drusti padu 🙏

@MohanMOdisha @CMO_Odisha @BJP4Odisha @BJP4India @dpradhanbjp Keep the good work continue sir

@MohanMOdisha @CMO_Odisha @BJP4Odisha @BJP4India @dpradhanbjp @MahalingMukesh welcome sir puri

@MohanMOdisha @CMO_Odisha @BJP4Odisha @BJP4India @dpradhanbjp Inspiring SIR 🙏

