Video wird geladen...

Video konnte nicht geladen werden

Zur Startseite

ପଞ୍ଚାୟତରୁ ବ୍ଲକକୁ ମାତ୍ର ₹୫ରେ ଯାତାୟାତ ସୁବିଧା। 'ଲକ୍ଷ୍ମୀ' ବସ୍ ସେବା ମାଧ୍ୟମରେ ଏହି ବ୍ୟବସ୍ଥା ସୁନିଶ୍ଚିତ ହେଉଥିବାରୁ ଗ୍ରାମାଞ୍ଚଳରେ ଛାତ୍ରଛାତ୍ରୀଙ୍କଠାରୁ କର୍ମଜୀବୀ ମହିଳାଙ୍କ ପର୍ଯ୍ୟନ୍ତ ସହଜରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରୁଛନ୍ତି। ଏହି ଯାତାୟାତ ସୁବିଧା କୋରାପୁଟର ମା'ମାନଙ୍କ ପାଇଁ ବିଶେଷ ସହାୟକ ହେବ। #Odisha #GhareGhareLaxmi #LaxmiYojana #5T #NabinaOdisha #Koraput

20,734 Aufrufe • vor 2 Jahren •via X (Twitter)

11 Kommentare

Profilbild von Pritilipi Nayak
Pritilipi Nayakvor 2 Jahren

ଆଉ ରହିବନି ଗମନାଗମନର୍ ଅସୁବିଧା । ଲକ୍ଷ୍ମୀ ହେଉଛିନ୍ତି ଧନ, ସୌଭାଗ୍ୟ ଏବଂ ସମୃଦ୍ଧିର ପ୍ରତୀକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରୁ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହେବା ସହିତ ଗ୍ରାମୀଣ ଓଡିଶା ସମୃଦ୍ଧତା ଦେଖିବ।

Profilbild von Solar Heavy
Solar Heavyvor 1 Jahr

- All I Knew

Profilbild von Rishika Senapati
Rishika Senapativor 2 Jahren

ଗମନାଗମନ ପାଇଁ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହେବା ପରେ କୋରାପୁଟ ବାସୀଙ୍କ ପାଇଁ ବଡ଼ ଉପଲବ୍ଧି ହେବ ।

Profilbild von Chintu jena
Chintu jenavor 2 Jahren

ଗାଁ ଗାଁ କୁ ଆସୁଛନ୍ତି ଲଷ୍ମୀ ଆଉ ହବନି ଗମନାଗମନ ର ଅସୁବିଧା #amaodishanaveenodisha

Profilbild von BPrasad
BPrasadvor 2 Jahren

ବାକି ଟଙ୍କା taxable ଲୋକମାନେ ଦେବେ।

Profilbild von Girish
Girishvor 2 Jahren

କେତେ ଜଣ ମା ଭଉଣୀ ବ୍ଲକ କୁ ଯାଉଛନ୍ତି ସବୁ ଦିନ ???Don't waste the government money 🥹we r suffering from financial .

Profilbild von Subrat kumar Pradhan (Modiji ka Parivar)
Subrat kumar Pradhan (Modiji ka Parivar)vor 2 Jahren

@FdOdisha ଏହି ଯୋଜନା ସବୁ ମଣିଷ ପାଡ ସହିତ ସମାନ ଅର୍ଥାତ୍ ଯେମିତି ମଣିଷ ପାଡ କ୍ଷଣିକ ପାଇଁ ଠିକ୍ ସେହି ଭଳି ଆପଣ ଙ୍କ ବିଜେଡି ସରକାର ଯୋଜନା ଏହି ଭଳି। ତେଣୁ କର୍ମ ଅଭାଗ୍ଯ ବେଳକୁ ଘୋଡ଼ା ମୁହଁ ମୂଖ୍ୟମନ୍ତ୍ରୀ ମିଳିଛନ୍ତି ଓଡ଼ିଶା କୁ।

Profilbild von Liki Pattnaik
Liki Pattnaikvor 2 Jahren

ଗାଁରୁ ଗଡ଼ିବ ସରକାରୀ ଗାଡ଼ି : ସାକାର ହେବ ରାଜଧାନୀ ସହ ପଞ୍ଚାୟତ ଯୋଡ଼ିହେବା ସ୍ୱପ୍ନ, ସୁଦୃଢ଼ ହେବ ଗ୍ରାମ୍ୟ ଅର୍ଥନୀତି

Profilbild von Ommsagar Sahoo
Ommsagar Sahoovor 2 Jahren

@CMO_Odisha

Profilbild von Monisha Mishra
Monisha Mishravor 2 Jahren

🙏🏻🙏🏻

Profilbild von Subham Rout
Subham Routvor 2 Jahren

🙏🏻🙏🏻

Ähnliche Videos