正在加载视频...

视频加载失败

ବ୍ୟାପକ ହେଉଛି ‘ମୋ ବସ୍’ ସେବା। ଏବେ ସମ୍ବଲପୁର ଓ ବ୍ରହ୍ମପୁରରେ ଆରମ୍ଭ ହୋଇଥିବା ଏହି ସେବା ଆଗକୁ ଚାଲିବ ରାଜ୍ୟର ସବୁ ସହରରେ। କମ୍ ଖର୍ଚ୍ଚରେ ନିରାପଦ ଯାତ୍ରା ସୁନିଶ୍ଚିତ ହେଉଛି, 'ନବୀନ ଓଡ଼ିଶା'ର ଗତି ବଢ଼ୁଛି। #MoBus #NabinOdisha

32,030 次观看 • 2 年前 •via X (Twitter)

10 条评论

Jeevanjyoti Das 的头像
Jeevanjyoti Das2 年前

Sir please give Balasore a corporation status before election code conduct. It is a very need full and long pending demand.

Santoshi Sahoo 的头像
Santoshi Sahoo2 年前

Aou education katha sir... Primary teacher recruitment delay karuchanti ki jani jani....

Bharat Rakhshak 的头像
Bharat Rakhshak2 年前

@CMO_Odisha Sir Retirement age କୁ କେବେ ବଢେଇବେ sir? ଅନ୍ୟ ରାଜ୍ୟ ଗୁଡ଼ିକ ମଧ୍ୟ ଦୁଇ ବର୍ଷ ବୟସ ସୀମା ବଢାଇ ସାରିଲେଣି। କର୍ମଚାରୀ ଅପେକ୍ଷାରେ ରହିଲେ। @MoSarkar5T @Naveen_Odisha @bjd_odisha @FdOdisha #NaveenOdisha .

Lt Sushanta Kumar Sahoo 的头像
Lt Sushanta Kumar Sahoo2 年前

Sir please sanction GIA 2008-2018🙏🙏🙏🙏🙏🙏🙏🙏🙏🙏🙏🙏

Sanjay Mishra 的头像
Sanjay Mishra2 年前

Fantastic news for #Odisha! Expanding #MoBus service to all cities is a major win for public transportation. Looking forward to seeing Mo Bus on the roads of all Odisha cities! #OdishaOnTheMove #NabinOdisha

CREATIONS 的头像
CREATIONS2 年前

@pikaso_me screenshot this

Pikaso 的头像
Pikaso2 年前

@CMO_Odisha Enjoy your screenshot and... Get 10 stickers for $1:

Pratap Dhala 的头像
Pratap Dhala2 年前

ସାର୍ please ଆଜିର cabinet meeting ରେ ଓଡିଶା ପୋଲିସ ର osap/irb ର recruitment ର announced କରନ୍ତୁ please sir🙏🙏🙏🙏🙏🙏🙏🙏🙏🙏🙏🙏🙏

Abhishek Jena 的头像
Abhishek Jena2 年前

#justice with Fireman

ⒶⓁⒾ 🐇 的头像
ⒶⓁⒾ 🐇2 年前

What about #kendrapada district sir ? Kindly provide #mo_bus service to us 🙏 We shall remain ever grateful to you..

相关视频

ଜନ୍ମଦାତ୍ରୀ ମା' ପ୍ରତି ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ପ୍ରଦର୍ଶନ କରିବା ସହିତ ଧରିତ୍ରୀ ମା'ର ସୁରକ୍ଷା ଉଦ୍ଦେଶ୍ୟରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀ "ଏକ୍ ପେଡ୍ ମା’ କେ ନାମ୍" ଅଭିଯାନର ପରିକଳ୍ପନା କରିଥିଲେ। ଗତବର୍ଷ ଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଏହି ଅଭିଯାନର ଦ୍ଵିତୀୟ ସଂସ୍କରଣରେ ଚଳିତ ବର୍ଷ ରାଜ୍ୟବ୍ୟାପୀ ମୋଟ ୭.୫ କୋଟି ବୃକ୍ଷରୋପଣର ଲକ୍ଷ୍ୟ ରଖାଯାଇଛି। ଏହାର ଅଂଶ ଭାବେ ୧୭ ସେପ୍ଟେମ୍ବର ୨୦୨୫, ମୋଦୀଜୀଙ୍କ ଜନ୍ମଦିନ ଅବସରରେ ସମଗ୍ର ଓଡ଼ିଶାରେ ୭୫ ଲକ୍ଷ ଚାରାରୋପଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ପରିବେଶ ସୁରକ୍ଷା, ଶୁଦ୍ଧ ପବନ ଓ ସୁସ୍ଥ ଜୀବନ ପାଇଁ ଗଛର ମହତ୍ତ୍ୱ ଗୁରୁତ୍ୱପୂର୍ଣ୍ଣ। ଗଛ ହେଉଛି ଆମର ପ୍ରାଣ, ଆମର ସହଚର, ଆମର ସମ୍ପଦ। ଆଗାମୀ ପିଢ଼ିକୁ ଏକ ସୁସ୍ଥ ଓ ଶୁଦ୍ଧ ପରିବେଶ ଦେବା ଆମର ଦାୟିତ୍ୱ, ସେଥିପାଇଁ ସମସ୍ତେ ଗଛଟିଏ ଲଗାଇ, ଧରିତ୍ରୀ ମା’ର ପ୍ରକୃତ ସେବା କରିବା ଏବଂ ଏକ ସୁସ୍ଥ ଓ ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାର୍ଥକ କରିବା।

Mohan Charan Majhi

41,005 次观看 • 11 个月前