Video yükleniyor...
Video Yüklenemedi
'#ପୁରୀରେ_ଜଳୁଥିଲା_ବିଜୁବାବୁଙ୍କ_ଚିତା..#ନବୀନ_ଖାଉଥିଲେ_ଆମିଷ' 'ଯେତେବେଳେ ପୁରୀରେ ବିଜୁବାବୁଙ୍କ ଚିତା ଜଳୁଥିଲା...ଦିଲ୍ଲୀରେ ପୁଅ ନବୀନ ଦିଲ୍ଲୀପ ରାୟଙ୍କ ହୋଟେଲରେ ଖାଉଥିଲେ ଆମିଷ। ଆମର ବିଶ୍ୱାସ ରହିଛି ବାପାଙ୍କ ମୃତ୍ୟୁରେ ପୁଅ କେବେ ଆମିଷ ଖାଇବା କଥା ନୁହେଁ। କିନ୍ତୁ ନବୀନ ଆମିଷ ଖାଇଥିଲେ ।' #BijuPatnaik #NaveenPatnaik #OTV
35,966 görüntüleme • 1 yıl önce •via X (Twitter)
11 Yorum

#ମିଛୁଆ

ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ମା ଚାଲିଗଲେ, ହେଲେ ହିନ୍ଦୁ ଧର୍ମାବଲମ୍ବୀ ମୋଦୀ ନଣ୍ଡା ହେଲେନି। କଣ କରିବା, ତାଙ୍କ ପାଇଁ ଆପଣ ନଣ୍ଡା ହେବେ?

ଆଜି ଯାଏଁ ନିର୍ବାଚନ ଆଗରୁ ବି ନବୀନ ପଟ୍ଟନାୟକ କେବେ ବିରୋଧୀ ଦଳ ବିରୋଧ ରେ କହିନାହାନ୍ତି କିନ୍ତୁ ଏଇ govt ସବୁ ପଇସା ନିଜେ ଖାଇ, ରଙ୍ଗ ମିସ୍ତ୍ରୀ ସାଜି, ପଇସା ଓଟିଭି କୁ ଦେଇ, ଖାଲି ବିଜେଡି ଆଉ ନବୀନ ଙ୍କ ବିରୋଧ ରେ କହିଚାଲିଚି !!! #truth #truthofodisha #trithofbjp #politics

- All I Knew

ଜଣେ ଲୋକଙ୍କୁ ବଦନାମ କରିବା ପାଇଁ ସମସ୍ତ ଓଡ଼ିଶା ବାସୀଙ୍କୁ ମିଥ୍ୟା କହିବା ଛୋଟିଆ ପାପ ନୁହେଁ । ନିଜର ଆଗାମୀ ପିଡି ପାଇଁ ବହୁତ କଷ୍ଟକର ହେବ ।

Who's this shameless guy?

ମିଛ କୁ ବାଗେଇକି କହିଲେ, ସତ ଭଳି କିଛି ସମୟ ପାଇଁ ଲାଗେ।🥹

Do you understand that this direct character assassination ?? You guys will go so badly that u will never comeback .. #regretvotingbjpinodisha

ପ୍ରୋପାଗାଣ୍ଡାର ସୀମା ନାହିଁ , ଭାବିଳ ଦେଖି ଓଡିଆ ଲୋକ ଙ୍କ ମନ ଭିତରେ ନବୀନ ବାବୁ ପ୍ରତି କେତେ ଘୃଣା ଭରିଦେଉଛନ୍ତି ଏମାନେ , ବିନା ପ୍ରମାଣ ବିନା ସାକ୍ଷୀରେ । ଏ ମାଗିହା ସଳା କିଏ ବେ ?

ଗାଲୁଆ ଗପ ମାରି ଯେତେ ନବୀନ ବାବୁଙ୍କୁ ବଦନାମ କରିବାକୁ ଚାହିଁଲେ ଭି ଓଡିଶା ଲୋକ ତୁମକୁ ଆଉ ଚିହ୍ନିବାରେ ଭୁଲ କରିବେନି ବିଜୁ ପରିବାର ର ସମସ୍ତେ ଓଡିଶା ବାସୀ ଙ୍କ ହୃଦୟ ରେ ଥିଲେ ଆଉ ରହିବେ, ତୁମେମାନେ ସବୁ ଲିଭିଯିବ

After you sold subhadra yojana... your real identity reveled...what he eats, which underwear he wears doesn't matter to explain inside assembly complex mr MLA 😂 It is Odisha Assembly not your backyard

