Загрузка видео...
Не удалось загрузить видео
ବାତ୍ୟା ପରିସ୍ଥିତିରେ ଲୋକ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷରୁ ବାତ୍ୟା ପରିସ୍ଥିତିର ଉପରେ ନଜର ରଖାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଏନଡିଆରଏଫ ଟିମ୍ ବାତ୍ୟା ପରିଚାଳନା କାର୍ଯ୍ୟରେ ନିୟୋଜିତ ହୋଇଥିବାବେଳେ ଉଦ୍ଧାରକାର୍ଯ୍ୟକୁ ଆହୁରି ତ୍ବରାନ୍ୱିତ କରାଯାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। #OdishaBravesDana #CycloneDana
14,604 просмотров • 1 год назад •via X (Twitter)
Комментарии: 3

Sankar Kund1 год назад
କିଛି ବ୍ୟବସ୍ତା ନାହିଁ ଲୋକାଲ ସରପଞ୍ଚ ଆସି ଖାଲି ବୁଲି ଗଲେ ଆମର ମାଟି ଘର ଭାଙ୍ଗି ଗଲାଣି ପ୍ରଶାସନ ର ଦେଖା ନାହିଁ ରାଜନଗର ବ୍ଲକର ସାନ ବଡ଼ ଗୋପାଳପୁର ପଞ୍ଚାୟତ ବଡ଼ଓଲରା ଗ୍ରାମ ତମ କୁ ଭରଷା କରି ଭୋଟ୍ ଦେଇ ଆଜି ଯଦି ଏମିତି ଦିନ ଦେଖିବାକୁ ମିଳିବ ତମ କୁ ଭୋଟ ଦେଇ ଆମେ ଭୁଲ୍ କରିଛୁ

Ritibanta Nayak1 год назад
Sir i tag you on my post a person trapped in sea so please sir help her @NDRFHQ @CMO_Odisha @dpradhanbjp

jyostna panda1 год назад
Thank u sir great job
