Загрузка видео...
Не удалось загрузить видео
#ବିପଜ୍ଜନକ_ଭାବେ_ବାଣ_ଫୁଟାଉଥିବାର_ଭିଡିଓ_ଭାଇରାଲ ଦାପାବଳିରେ ବୁର୍ଲା ଭୀମସାରର ଡାକ୍ତରୀ ଛାତ୍ରଙ୍କ ବିଶୃଙ୍ଖଳା । ଅତି ବିପଜ୍ଜନକ ଭାବେ ବାଣ ଫୁଟାଉଥିବାର ଭିଡିଓ ଭାଇରାଲ ହୋଇଛି । MBBS, UG ଛାତ୍ରମାନେ ବୟଜ୍ ହଷ୍ଟେଲ ପରିସରରେ ବିପଜ୍ଜନକ ଭାବେ ବାଣ ଫୁଟାଇଥିଲେ । #Sambalpur #OTV
58,020 просмотров • 1 год назад •via X (Twitter)
Комментарии: 10

ବହି ପଢ଼ି ବହି ହେଉଥିବା ପରିବାରର ଉଦ୍ଧତ ସନ୍ତାନ, ଏମାନଙ୍କ ଠାରୁ ରୋଗୀ ସେବା ପାଇବା ନିସ୍ଚୟ ଏକ ବିପଦଜନକ ଚିନ୍ତନ ହେବ।

You are creating current news from 5 yrs back old video

ଏହା ଏକ ପୁରୁଣା ଭିଡ଼ିଓ ! ଓଟିଭି ଗୋଟିଏ ପୁରୁଣା ପ୍ରତିଷ୍ଠିତ ଚ୍ୟାନେଲ ହୋଇ କାହିଁକି ଲୋକ ହସା ହେଉଛ ସବୁବେଳେ ? ୟୁଟ୍ୟୁବ ମିଡ଼ିଆ ଭଳି ଯାହା ପାଉଛ ଅପଲୋଡ଼ କରିଦେଉଛ , ନ୍ୟୁଜ୍ ର ସତ୍ୟତା ଦେଖ ଆଗ !

ଇଏ ପୁଣି ଡାକ୍ତର ହେବେ ଲୋକଙ୍କ ସେବା କରିବେ😆😆😆😆😆 ମାଙ୍କଡ ହାତରେ ଶାଳଗ୍ରାମ🌼 ଓଡିଆ ଋଢି ଓ ଲୋକବାଣୀ ।।।।

So what, they are also human. Actually they are properly celebrated Diwali.

Kichi accident hele they can manage . They are doctors btw . And for your kind information this is how boys celebrate Diwali in every hostel whether it is in Burla MBBS , VSSUT , IGIT Sarang or Any BPUT college and Also in ITER. Any ITER boys ??? 💣😂 Attendance plz ✋

ଏମାନେ MBBS ଏହାର full form ହେଉଛି ମହାଦେବଙ୍କ ବାରବୁଲା ବଜାରି ଷଣ୍ଢ। ଏମାନେ ଡାକ୍ତରୀ ପଢୁଛନ୍ତି ନା ଗୁଣ୍ଡା ଗିରି ଓ ତାଲିବାନ ଆତଙ୍କି ଶିଖୁଛନ୍ତି। ମୋତେ ଲାଗୁଛି ଏମାନେ ନିଜକୁ ସବୁଠୁ ଜ୍ଞାନୀ ଭାବୁଛନ୍ତି। ଆଉ ଏମାନଙ୍କ ଠାରୁ ପୃଥିବୀରେ ଯେମିତି କୌଣସି ପ୍ରାଣୀ ଶ୍ରେଷ୍ଠ ନୁହଁ। ସବୁ ତାଡି ଉପାଡ଼ି ପକେଇଛନ୍ତି। ଧିକ ତୁମ ପାଠ ପଢ଼ାକୁ

old video of many years back

Otv always with their propaganda.

So what... they are would be doctors.... it's their birth rights to take risk in life.... they are learning it on early stage. Keep it up guys... country is in safe hand.
Похожие видео
Sensitive content
‘#ଫିଜିକାଲ_ରିଲେସନ୍_ରଖିବାକୁ_ଫୋର୍ସ_କରୁଥିଲା' 'ସେ ମୋତେ ଫିଜିକାଲ ରିଲେସନ୍ ରଖିବାକୁ ଫୋର୍ସ କରୁଥିଲା । ଧର୍ମ ପରିବର୍ତ୍ତନ ନ କଲେ ଭିଡିଓ ସବୁ ଭାଇରାଲ କରିବାକୁ ଧମକ ଦେଉଥିଲା ।' #LoveJihad #Crime #Bhubaneswar #OTV
ଓଟିଭି
38,751 просмотров • 1 год назад
