Загрузка видео...
Не удалось загрузить видео
ମୋ ଘଡ଼ିରୁ ପଇସା ନେଇଯାଅ ବଦଳରେ ରତ୍ନଭଣ୍ଡାର ଚାବି ଫେରାଇଦିଅ ।
11,844 просмотров • 2 лет назад •via X (Twitter)
Комментарии: 10

Bharat Ki Beti 🇮🇳👧🏻2 лет назад
ଚାବି ମିଳିଲେ ବି ଆଉ କି ଲାଭ, ରତ୍ନ ଭଣ୍ଡାରରେ କଳା କନା ବୁଲାଇ ସାରିଛନ୍ତି ଏ ଯୁଗର କଳାପାହାଡ଼ ମାନେ 😓

ହେଇଟି ଭାଇନା2 лет назад
😑

Biswajit2 лет назад
ତୋ ପୁଅ କି ଅଂଧଭକ୍ତ ସଂଗ୍ରାମ ପାତ୍ର ନହେଲେ ଆଉ କେଉଁ ଅଂଧଭକ୍ତ ର ପୁଅ ହେଇଥିବ

Curious Citizen2 лет назад
ବିଶେଷ ସୂତ୍ରରୁ ଖବର ମିଳିଛି ଯେ ବବି ଦାସ ଭି କେ ପାଣ୍ଡିଆନ୍ ଙ୍କୁ ତାଗିଦ୍ କରିଦେଇଛନ୍ତି :- "ବିଜେଡ଼ିର ସିଟ୍ 90 ତଳକୁ ଗଲା ମାନେ ଶଙ୍ଖ ଭବନର ପିଅନ ହେବାକୁ ରେଡି ହେଇ ରୁହ" 🤣🤣🤣🤣🤣🤣🤣🤣🤣🤣🤣🤣

ଭକ୍ତ ନାୟକ2 лет назад
Children should not be used for this.

Surya2 лет назад
ଛୋଟ ଛୁଆ କୁ ବି ମିଛ କଥା ଶିଖାଉଛ ଛି ଛି କି ପ୍ରକାର କାପୁରୁଷ କିଓ ଲାଜ ନାହିଁ ତୁମକୁ ଶଳା ଖଣ୍ଡଗିରି ଛକ୍କା ପରି କଣ ହଉଛ

ଯତୀନ जतिन Jatin *️⃣2 лет назад
Pilanku a faltu rajaniti re kie purouchi....murkha loka guda.....😡

manasranjanmohapatra2 лет назад
ଏତେ ତଳକୁ ଖସିଯିବା ସବୁଠାରୁ ଘୃଣ୍ୟ କାମ। ସତ୍ତା ପାଇଁ ଶେଷରେ ଛୋଟ ଛୁଆମାନଙ୍କୁ ବ୍ୟବହାର କରିବା ଅନୁଚିତ। ଛି ଆଃ ଥୁ.....

ବିଶ୍ୱଭୂଷଣ2 лет назад
ଛୋଟ ଛୁଆ କୁ ବି ଛାଡିଲାନି

keonjharia, tuku,,,(bhagirathi)2 лет назад
Jay🙏 jaganath

