Video yükleniyor...

Video Yüklenemedi

Ana Sayfaya Dön

ମାଙ୍କଡ଼ ହାତରେ ଶାଳଗ୍ରାମ ଦେଇ ଓଡ଼ିଶାର ବିକାଶ ହେଲାଣି ଧ୍ବଂସ।

23,771 görüntüleme • 1 yıl önce •via X (Twitter)

10 Yorum

Mr. Sasanka sekhar Mishra profil fotoğrafı
Mr. Sasanka sekhar Mishra1 yıl önce

ଭୃତ୍ୟ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗିବା ଟା ସ୍ବାଭାବିକ। ଲୋକ ମାନଙ୍କ ନେତା ଲୋକ ମାନଙ୍କ ସାଙ୍ଗରେ ରହିବେ। ଚୋର ଙ୍କ ନେତା ଲୁଚି କରି ରହିବେ। ଦେଖୁନ ବୁଢା କେମିତି 24 ବର୍ଷ କାଳ ଲୁଚି ଲୁଚି ବୁଲୁଥିଲା।

ଆଦିତ୍ୟ @Aditya profil fotoğrafı
ଆଦିତ୍ୟ @Aditya1 yıl önce

ଆଦିବାସୀ ମୁଖ୍ୟ ମନ୍ତ୍ରୀ ବୋଲି ବିରୋଧୀ ନେତା ସହୀ ପାରୁନାହାନ୍ତି ସେଥିପାଇଁ ତ ମାଙ୍କଡ କହୁଛନ୍ତି। ଓଡ଼ିଶା ସବୁ ଆଦିବାସୀ ଲୋକଙ୍କୁ ଏହା ଏକ ତାଚଲ୍ୟ।

Prakash chandra Pradhan profil fotoğrafı
Prakash chandra Pradhan1 yıl önce

ତମେ କ୍ରୀତଦାସ ବାବୁ କଣ କରୁଥିଲା କି

Prakash chandra Pradhan profil fotoğrafı
Prakash chandra Pradhan1 yıl önce

BJD ଆଉ ଅଳପ ଦିନ ରେ ଭାଙ୍ଗୁଛି ଟିକେ ଅପେକ୍ଷା କର

Sameer Sabat profil fotoğrafı
Sameer Sabat1 yıl önce

Purba sarkar ta mankada hata re mada botal au cigarate dharithile

Sanjay Soren profil fotoğrafı
Sanjay Soren1 yıl önce

ଆରେ ମୂର୍ଖ ବିଜେଡି..... କିଛି ଶିଖ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଠୁ..... ଜନତାଙ୍କ ନେତା ଜନତାଙ୍କ ମଝିରେ...

Santosh Nayak profil fotoğrafı
Santosh Nayak1 yıl önce

ଲୋକ ମାନେ ତ କୁମ୍ଭୀର ହାତରେ ଶାଳଗ୍ରାମ ଧରେଇ ଦେଇ ଥିଲେ | କିଛି ମନେ ପଡୁଛି ! ସେ ପୁଣି ଦୁଇ ଦୁଇ ଥର !!!

santosh mahanta profil fotoğrafı
santosh mahanta1 yıl önce

ଠିକ୍ କହିଛ ଯେ ଏଇଟା ନବୀନ ବାବୁ ପାଇଁ ପୁରା ଫିଟ୍ ହେଉଛି

Prakash chandra Pradhan profil fotoğrafı
Prakash chandra Pradhan1 yıl önce

ତମେ ସେମିତି ଭୁକି ଭୂକି ରହିବ ଆଉ ବିଜେଡି ଆସିବନି

Pratyush Beura profil fotoğrafı
Pratyush Beura1 yıl önce

ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻🙏🏻 ଅସ୍ମିତା କୁଆଡେ ଗଲା???

Benzer Videolar