Loading video...

Video Failed to Load

Go Home

ମାଙ୍କଡ ହାତରେ ଶାଳଗ୍ରାମ ଦେଲେ ପରିଣତି ଏୟା ହିଁ ହୁଏ।

29,042 views • 2 years ago •via X (Twitter)

10 Comments

Sumanta Kumar Jena's profile picture
Sumanta Kumar Jena2 years ago

Ohh IT Cell ଲୋକ ମାଙ୍କଡ଼ ହୋଇ ତୁମକୁ 25 ବର୍ଷ ଦେଇଥିଲେ... ସବୁ ବୁଡେଇ ଖାଇଦେଲ... ଗୋଟେ ଦୀର୍ଘ ମିଆଦୀ ଶାସନରେ ମନ୍ତ୍ରୀ, ଯନ୍ତ୍ରୀ ଙ୍କ ଘରୁ ପୁଳା ପୁଳା ଟଙ୍କା ଆଉ ସୋନା ବାହାରୁଛି.. ଏହା ଜବାବରେ କଣ ଉତ୍ତର ରଖିବେ

Manas Pattnaik's profile picture
Manas Pattnaik2 years ago

ଭୁଲି ଗଲ ବୋଧେ ତମ ଛାମୁ କେମିତି ପ୍ରଭୁ ଜଗନ୍ନାଥଙ୍କ ଖଣ୍ଡୁଆ ପାଟକୁ ଅସମ୍ମାନ କରିଥିଲେ 🤔🤔

DEBASISH's profile picture
DEBASISH2 years ago

Don't criticize him unnecessary when your mission loot Odisha has failed by your TamilBabu.He is an Honest dedicated sensible CM , Odisha has ever had..He is not like other who let fate of 4 cr odias to a Tamilan and enjoying at home with Netflix n beer.

Alcoholic Guy🧡's profile picture
Alcoholic Guy🧡2 years ago

ନବୀନ ବାବୁ ସଙ୍ଗେ ସଙ୍ଗେ ପିନ୍ଧି ଦେଇଥାନ୍ତେ ବୋଧେ, ସମସ୍ତ ଙ୍କ ସାମ୍ନା ରେ।

s's profile picture
s2 years ago

ବେହିଆର ବାରବାଟୀ ଚାଷ ଯାହା ଇଏ ବିଜେଡି ଦଳର ଅବସ୍ଥା ମଧ୍ୟ ସେଇଆ। ଓଡ଼ିଶା ତୁମକୁ ଶାସନରୁ ମୁକ୍ତ କଲା ପରେ ତୁମେ କଣ ଭାବୁଛ ତୁମ ଫାଲତୁ କଥାରେ କିଛି ଫରକ୍ ପଡ଼ିବ....

Amit Khillar's profile picture
Amit Khillar2 years ago

ଚୁପ mg ଛୋଟ ଛୋଟ ଜିନିଷକୁ issue କରିଵା ତୁମର ଆଗରୁ ଅଭ୍ୟାସ

Subash Ch. Mahanta's profile picture
Subash Ch. Mahanta2 years ago

Hasa laguchhi mote Yanka Katha suniki😅

𝑴𝒐𝒉𝒂𝒏 𝑨𝒎𝒂𝒕's profile picture
𝑴𝒐𝒉𝒂𝒏 𝑨𝒎𝒂𝒕2 years ago

ହତାଶ ଗେଣ୍ଡାଳିଆ ଙ୍କ ଗାଣ୍ଡି ଫଟା ଚିତ୍କାର୍ । T-shirt ର କଥା କହିଲୁ କିନ୍ତୁ ଏହି ହକି ବିଶ୍ୱକପ୍ ପାଇଁ ତମ ଜ୍ବାଇଁ ପୁଅ ଯେଉଁ କୋଟି କୋଟି ତାଙ୍କ ରେ ମାତ୍ର ପେନ୍ଦ୍ରା ଦିନ ରେ ଷ୍ଟାଡିୟମ୍ ତିଆରି କରିଥିଲେ ସୁନ୍ଦରଗଡ଼ ରେ ମାତ୍ର ଗୋଟେ ବର୍ଷ ବି ତିଷ୍ଟି ପାରିଲାନି ସେଟ। କହୁନ।2ମାସରେ ଏମିତି ତ 5 ବର୍ଷ ଯାଏ ତୁ ରହି ପାରିବୁ ତ

Purushotam's profile picture
Purushotam2 years ago

ବିଜେଡି ଵାଲା ଙ୍କ ବାଳ ସବୁ ଉପୁଡ଼ି ଯାଇଛି, ଆଉ ଅଛି ଯେ ସୁନୁ ପାମ୍ପୁଡ଼ି ଖାଇବୁ

BINAPANI Jena's profile picture
BINAPANI Jena2 years ago

ମାଙ୍କଡ଼ ହାତରେ ଶାଳଗ୍ରାମ। ଏଥର ନାମ ନିଅ।

Related Videos