Video yükleniyor...

Video Yüklenemedi

Ana Sayfaya Dön

ମାନ୍ୟବର ବରିଷ୍ଠ ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର ବିଧାନସଭାଗୃହ ବାହାରେ ସାଧାରଣ ସଭାରେ ଦେଇଥିବା ବୟାନ ପ୍ରସଙ୍ଗରେ ବିଧାନସଭାର ପବିତ୍ର ଗୃହରେ ମୋର ବିବୃତି.... ମାନ୍ୟବର ବରିଷ୍ଠ ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର ବିଧାନସଭା ବାହାରେ ଯେଉଁ ବିବୃତି ଦେଇଥିଲେ, ସେ ବିବୃତି ସହ ସରକାର ସହମତି ନୁହଁନ୍ତି। ଏହା ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ମତାମତ ଅଟେ। ସମଗ୍ର ଓଡ଼ିଶା ପ୍ରଦେଶ ତଥା ଓଡ଼ିଶାର ଏକତା ଓ ଅଖଣ୍ଡତା...

14,840 görüntüleme • 1 yıl önce •via X (Twitter)

11 Yorum

kailash behera profil fotoğrafı
kailash behera1 yıl önce

@BJP4India @BJP4Odisha @MohanMOdisha @narendramodi @PMOIndia @SamalManmohan7 @dpradhanbjp @JPNadda @AmitShah @Manas_BJP ଆରେ ପୃଥିରାଜ ହରିଚନ୍ଦନ, ତୁ ବିଶ୍ଵ ଭୁଷଣ ହରିଚନ୍ଦନ ର ଛୁଆ ନା ଆଉ କାହାର ବେ ???? ତୋର କ'ଣ ସାଧାରଣ ଞାନ ନାହଁ କିରେ ସାଧାରଣ ସଭାରେ ଯେଉଁଠି ତୋଦଳର ସମସ୍ତ ବରିଷ୍ଠ ନେତା ଉପସ୍ଥିତ ଥିଲେ, ଏହା କିପରି ବ୍ୟକ୍ତି ଗତ ମତ ହେଲାରେ

Solar Heavy profil fotoğrafı
Solar Heavy1 yıl önce

- All I Knew

Rasmita Mohapatra profil fotoğrafı
Rasmita Mohapatra1 yıl önce

@BJP4India @BJP4Odisha @MohanMOdisha @narendramodi @PMOIndia @SamalManmohan7 @dpradhanbjp @JPNadda @AmitShah @Manas_BJP ୟେ ଆଇନ ମନ୍ତ୍ରୀ ପାଇଁ ଯୋଗ୍ୟ ନୁହଁ...... ଏଭଳି ଲୋକଙ୍କୁ ଆଇନ ମନ୍ତ୍ରୀ କରିଛ ଓଡ଼ିଶାରେ ହିଂଶା ବଢିଛି... ନାରୀ ସୁରକ୍ଷିତ ନାହାନ୍ତି 🙏🙏🙏

Bibhuti Sipu profil fotoğrafı
Bibhuti Sipu1 yıl önce

@BJP4India @BJP4Odisha @MohanMOdisha @narendramodi @PMOIndia @SamalManmohan7 @dpradhanbjp @JPNadda @AmitShah @Manas_BJP ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଙ୍କ ଝିଅ ବି ସେଇଭଳି କହୁଛନ୍ତି....... ମାନ୍ୟବର ବରିଷ୍ଠ ବିଧାୟକଙ୍କ ଉପରେ ଆଇନ ମନ୍ତ୍ରୀଙ୍କ କଡ଼ା କାର୍ଯ୍ୟନୁଷ୍ଠାନ ହଉ ଗୋଟେ......

Dr. Asutosh Acharya profil fotoğrafı
Dr. Asutosh Acharya1 yıl önce

@BJP4India @BJP4Odisha @MohanMOdisha @narendramodi @PMOIndia @SamalManmohan7 @dpradhanbjp @JPNadda @AmitShah @Manas_BJP ମିଶ୍ର ଙ୍କୁ ଗିରଫ କରି ଉଦାହାରଣ ସୃଷ୍ଟି କରାଯାଉ

Bodhisatwa Mohanty profil fotoğrafı
Bodhisatwa Mohanty1 yıl önce

@BJP4India @BJP4Odisha @MohanMOdisha @narendramodi @PMOIndia @SamalManmohan7 @dpradhanbjp @JPNadda @AmitShah @Manas_BJP BJP working State President Manmohan has said the DY CM has been directed to give the statement on the issue .But here Law minster is giving the clarification. And biggest joke that till date no action on BJP MLA Jayanaryan Mishra on his divisive statement.

MANOJ KUMAR PANDA profil fotoğrafı
MANOJ KUMAR PANDA1 yıl önce

@BJP4India @BJP4Odisha @MohanMOdisha @narendramodi @PMOIndia @SamalManmohan7 @dpradhanbjp @JPNadda @AmitShah @Manas_BJP What rubbish. A sr leader delivering statesmants at public meeting can not be called as personsl. Tomorrow Mohan babu would say something and will you say his statement as personal. BJP leaders gas gone mad.

Somu Odisha profil fotoğrafı
Somu Odisha1 yıl önce

@BJP4India @BJP4Odisha @MohanMOdisha @narendramodi @PMOIndia @SamalManmohan7 @dpradhanbjp @JPNadda @AmitShah @Manas_BJP Sea aji bi same katha puni kahichanti ta mane kan ?? Any action nua jau jemiti au kehi emitia kahibaku sahas karibeni

Jr. Saroj Behera profil fotoğrafı
Jr. Saroj Behera1 yıl önce

@BJP4India @BJP4Odisha @MohanMOdisha @narendramodi @PMOIndia @SamalManmohan7 @dpradhanbjp @JPNadda @AmitShah @Manas_BJP ମାତୃଭୂମି ମାତୃଭାଷାର ମମତା ଯା' ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀଗଣରେ ଗଣିବା ଅଜ୍ଞାନ ରହିବେ କାହିଁ !!

Mr.Bhavani Sankar Panda profil fotoğrafı
Mr.Bhavani Sankar Panda1 yıl önce

@BJP4India @BJP4Odisha @MohanMOdisha @narendramodi @PMOIndia @SamalManmohan7 @dpradhanbjp @JPNadda @AmitShah @Manas_BJP Kana action nela kuha, sarkaar tanka saha ekmata ki nahin pare jana padiba. "Kuha munda kapila" hele habani.. We want action against him. Katha chidila... @MohanMOdisha @BJP4Odisha

Bijay Kumar Gouda profil fotoğrafı
Bijay Kumar Gouda1 yıl önce

@BJP4India @BJP4Odisha @MohanMOdisha @narendramodi @PMOIndia @SamalManmohan7 @dpradhanbjp @JPNadda @AmitShah @Manas_BJP ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର ଙ୍କ ଉପରେ ବା କଥାରେ ତୁରନ୍ତ ମାନ୍ୟବର ପ୍ରଧାନ ମନ୍ତ୍ରୀ ମୋଦୀ ଜି ଙ୍କ ହସ୍ତ କ୍ଷେପ ନିହାତି ଆବଶ୍ୟକ। ଏ ବିଷୟରେ ତୁରନ୍ତ ପୂର୍ଣ୍ଣଛେଦ ପଡ଼ିବା ନିହାତି ଆବଶ୍ୟକ।

Benzer Videolar

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଏହି ଐତିହାସିକ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଭାଷା ଭିତ୍ତିରେ ଗଠିତ ପ୍ରଥମ ପ୍ରଦେଶ ଭାବେ ଓଡ଼ିଶା ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଏହି ଅବସରରେ ମୁଁ ସେହି ମହାନ ବରପୁତ୍ରମାନଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି, ଯେଉଁମାନଙ୍କ ତ୍ୟାଗ ଓ ଦୂରଦୃଷ୍ଟି ଯୋଗୁଁ ଏକ ସ୍ୱତନ୍ତ୍ର ଓଡ଼ିଶା ସମ୍ଭବ ହୋଇଥିଲା। ଆମ ସରକାର ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ସୁରକ୍ଷା ପାଇଁ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ। ପ୍ରତିଟି ଓଡ଼ିଆର ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମେ ନିରନ୍ତର କାର୍ଯ୍ୟ କରିଚାଲିଛୁ। ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ିତୋଳିବା ଆମର ଏକମାତ୍ର ଲକ୍ଷ୍ୟ। ଆଜିର ଏହି ପବିତ୍ର ଦିନରେ ଆସନ୍ତୁ ଆମେ ସମସ୍ତେ ମିଶି ଏକ ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ଦୃଢ଼ ଶପଥ ନେବା।

Mohan Charan Majhi

13,865 görüntüleme • 4 ay önce

ମାନ୍ୟବର ରେଳମନ୍ତ୍ରୀ ଶ୍ରୀ Ashwini Vaishnaw ଜୀଙ୍କ ଦ୍ୱାରା ସଂସଦରେ ଉପସ୍ଥାପିତ ଓଡ଼ିଶାର ରେଳ ବିକାଶର ଚିତ୍ର ଅତ୍ୟନ୍ତ ଉତ୍ସାହଜନକ । ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଆଜି ଓଡ଼ିଶାର ରେଳ ଭିତ୍ତିଭୂମି ଏକ ନୂତନ ଶିଖରକୁ ସ୍ପର୍ଶ କରିଛି। ଉତ୍ତର ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ନୂତନ ରେଳ ଲାଇନର ମଞ୍ଜୁରୀ ହେଉ କିମ୍ବା ବହୁ ପ୍ରତିକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପର ଦ୍ରୁତ ଅଗ୍ରଗତି, ଏହା ରାଜ୍ୟର ସାମଗ୍ରିକ ବିକାଶରେ ଏକ ମାଇଲଖୁଣ୍ଟ ସଦୃଶ। ବିଶେଷ କରି ବରଗଡ଼-ନୂଆପଡ଼ା ଏବଂ ଜୁନାଗଡ଼-ନବରଙ୍ଗପୁର ଭଳି ପ୍ରକଳ୍ପଗୁଡ଼ିକ ଆମ ଅର୍ଥନୀତିକୁ ସୁଦୃଢ଼ କରିବା ସହ ସାଧାରଣ ଜନତାଙ୍କ ଯାତାୟାତରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ। ‘ଡବଲ୍ ଇଞ୍ଜିନ୍’ ସରକାର ଓଡ଼ିଶାବାସୀଙ୍କ ଆଶା ଓ ଆକାଂକ୍ଷାକୁ ସାକାର କରିବା ସହ ଏକ ବିକଶିତ ଏବଂ ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।

Mohan Charan Majhi

21,444 görüntüleme • 5 ay önce

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ଦୃଢ଼ ନେତୃତ୍ୱରେ ଲୋକଙ୍କ ସରକାରର ୨ ବର୍ଷ ମଧ୍ୟରେ ରାଜ୍ୟର ଯୁବପ୍ରତିଭାଙ୍କ ସଶକ୍ତିକରଣ ଓ କ୍ରୀଡ଼ା ଭିତ୍ତିଭୂମିର ବିକାଶକୁ ଏକ ନୂତନ ଗତି ମିଳିଛି। ସରକାରୀ ନିଯୁକ୍ତି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ମେଧାକୁ ପ୍ରଶ୍ରୟ ଦେବା ସହିତ ଆଶାୟୀଙ୍କ ପାଇଁ ବୟସ ସୀମାକୁ ୪୨ ବର୍ଷକୁ ସଂପ୍ରସାରିତ କରାଯାଇଛି। ଏଥିସହ ସେମାନଙ୍କୁ ବିଶ୍ୱସ୍ତରୀୟ ଜ୍ଞାନକୌଶଳର ପ୍ରଶିକ୍ଷଣ ଦିଆଯାଉଛି। ସେହିପରି, ତୃଣମୂଳସ୍ତରରୁ କ୍ରୀଡ଼ା ପ୍ରତିଭା ସନ୍ଧାନ ଓ ସେମାନଙ୍କ ଉପଯୁକ୍ତ ବିକାଶ ପାଇଁ ପ୍ରତ୍ୟେକ ଜିଲ୍ଲାରେ 'ଖେଲୋ ଇଣ୍ଡିଆ ସେଣ୍ଟର'ର ସଫଳ ସଞ୍ଚାଳନ ସହ ଅତ୍ୟାଧୁନିକ ଷ୍ଟାଡିୟମ ଓ କ୍ରୀଡ଼ା ଭିତ୍ତିଭୂମିର ବିସ୍ତାର କରାଯାଉଛି। ଆମର କ୍ରୀଡ଼ାବିତ୍ ଓ ଯୁବସମାଜକୁ ସ୍ଥାନୀୟ ଅଞ୍ଚଳରେ ବିଶ୍ୱମାନର ସୁବିଧା ପ୍ରଦାନ କରି ଅନ୍ତର୍ଜାତୀୟସ୍ତରରେ ରାଜ୍ୟର ଗୌରବକୁ ସୁଦୃଢ଼ କରିବା ସହ ଏକ ସମୃଦ୍ଧ, ସଶକ୍ତ ଓ ଆତ୍ମନିର୍ଭର ଓଡ଼ିଶା ଗଠନ ଦିଗରେ ସରକାର ଦୃଢ଼ ସଂକଳ୍ପବଦ୍ଧ। PMO India #2YearsofLokankaSarakar #2YearsofJubaSamruddhi

CMO Odisha

52,851 görüntüleme • 1 ay önce

ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସମାବେଶୀ, ସମୃଦ୍ଧ ଓ ସୁଦୃଢ଼ କରିବା ଦିଗରେ ଆମ ସରକାର ଏକ ଦୂରଦୃଷ୍ଟିସମ୍ପନ୍ନ ତଥା ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି। 'ଅନ୍ତ୍ୟୋଦୟ'ର ମୂଳମନ୍ତ୍ରକୁ ସାକାର କରି ରାଜ୍ୟର ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନରେ ପ୍ରାଥମିକ ସ୍ତରରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପର୍ଯ୍ୟନ୍ତ, ଅର୍ଥାତ୍ 'କେଜି ରୁ ପିଜି' (KG to PG) ଶିକ୍ଷାକୁ ସମ୍ପୂର୍ଣ୍ଣ ସାର୍ବଜନୀନ ଓ ଦେୟମୁକ୍ତ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ବୈପ୍ଳବିକ ଶିକ୍ଷା ସଂସ୍କାର ଫଳରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଆଉ କୌଣସି ଆର୍ଥିକ ପ୍ରତିବନ୍ଧକ ରହିବ ନାହିଁ। ଏହା ପ୍ରତିଟି ବିଦ୍ୟାର୍ଥୀଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା ସହ ଓଡ଼ିଶାର ସ୍ୱାଭିମାନ, ପ୍ରଗତି ଏବଂ ମାନବ ସମ୍ବଳର ବିକାଶକୁ ଏକ ନୂତନ ଶିଖରକୁ ନେଇଯିବ। #KGtoPGFreeEducation #EducationReform #EmpoweringStudents PMO India

Mohan Charan Majhi

14,378 görüntüleme • 1 ay önce

ବିରୋଧୀ ଦଳ, ରାଜ୍ୟର ବେକାରୀ ସମସ୍ୟା ସମ୍ପର୍କରେ ପ୍ରଶ୍ନ କରିବାର ଅର୍ଥ ତାଙ୍କର ୨୪ ବର୍ଷର ସ୍ଥାଣୁ ସରକାର ର ଅପାରଗତା ସମ୍ପର୍କରେ ପ୍ରଶ୍ନ କରିବା। ଗତ ୨୪ ବର୍ଷ ମଧ୍ୟରେ ପୂର୍ବ ସରକାର ଯାହା କରିବା ପାଇଁ ଚିନ୍ତା ମଧ୍ୟ କରିନଥିଲେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ବଳିଷ୍ଠ ନେତୃତ୍ୱରେ ଆମ ସରକାର ଦୁଇ ମାସ ମଧ୍ୟରେ ତାହା ପୁରା କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଆଗାମୀ ୫ ବର୍ଷ ଭିତରେ ଆମ ସରକାର ଦେଢ଼ ଲକ୍ଷ ପଦବୀ ପୂରଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖିଛନ୍ତି। ବର୍ତ୍ତମାନ ଖାଲିଥିବା ୧ଲକ୍ଷ ୩୨ହଜାର ୪୫୯ଟି ମୂଳ ପଦବୀରୁ ୯୨ହଜାର ୨୦୩ ଟି ପଦବୀ ପୂରଣ ପାଇଁ ଅନୁମୋଦନ ମିଳିସାରିଛି। ନିଯୁକ୍ତି ମେଳା ମାଧ୍ୟମରେ ଡିସେମ୍ବର ୨୦୨୪ ଭିତରେ ଆମ ସରକାର ୩୪୬୮୬ ଟି ପଦବୀ ପୂରଣ କରିବ। ତନ୍ମଧ୍ୟରୁ ଜୁଲାଇ ମାସରେ ୨୩୪ ଓ ଅଗଷ୍ଟ ମାସରେ ୬୬୪ ଟି ପଦବୀ ପୂରଣ କରାଯାଇଥିବା ବେଳେ ସେପ୍ଟେମ୍ବର ମାସରେ ୨୧୯୮୧ , ଅକ୍ଟୋବର ମାସରେ ୨୦୩୮, ନଭେମ୍ବର ମାସରେ ୨୮୪୫ ଏବଂ ଡିସେମ୍ବର ମାସରେ ୬୯୮୭ ଟି ମୂଳ ପଦବୀ ପୂରଣ ହେବ। ରାଜ୍ୟରେ ବେକାରୀ ସଂଖ୍ୟା ହ୍ରାସ ଏବଂ ଖାଲି ପଡିଥିବା ସରକାରୀ ପଦବୀକୁ ପୂରଣ କରିବାପାଇଁ ଆମେ ଦୃଢ଼ ପ୍ରତିଶ୍ରୁତିବଦ୍ଧ।

Dr. Mukesh Mahaling

11,859 görüntüleme • 1 yıl önce