正在加载视频...

视频加载失败

ଶଙ୍ଖକୁ କାଢ଼ି ଫୋପାଡ଼ିଦେଲେ ନବୀନ

89,186 次观看 • 3 年前 •via X (Twitter)

10 条评论

ହେଇଟି ଭାଇନା 的头像
ହେଇଟି ଭାଇନା3 年前

ମାନ୍ୟବର ଆପଣଙ୍କୁ ଏମିତି ଅସମ୍ମାନ କଲେ ଦେଖିକି ଭଲ ଲାଗିଲାନି 😒

C O N F U J I T 的头像
C O N F U J I T3 年前

ବେଳେବେଳେ ଦୟା ଲାଗୁଛି ଯେ ଏମିତି ବୟସରେ ବି କେତେ use କରାହଉଛି ତାଙ୍କୁ। ଅବସର ନେବା ବୟସ କେବେଠୁ ଗଲାଣି।

Dr Byomakesh🇮🇳 的头像
Dr Byomakesh🇮🇳3 年前

He is aging now and physically down now. Time has come for him to get out of it and take rest.

Sairam Sahoo 的头像
Sairam Sahoo3 年前

ଯେତିକି କୁହାଯାଉଛି ତା ଠୁଁ ଅଧିକ ଅସୁସ୍ଥ ଜଣାପଡୁଛନ୍ତି ମୁଖ୍ୟମନ୍ତ୍ରୀ l ତାଙ୍କ ଶରୀର ର ଯତ୍ନ ନିଆଯାଉ l ରାଜନୈତିକ ସ୍ୱାର୍ଥ ପାଇଁ ତାଙ୍କୁ ବ୍ୟବହାର କରା ନ ଯାଉ l

Dilip kumar Choudhury 的头像
Dilip kumar Choudhury3 年前

ଶଙ୍ଖ ଏକ ପ୍ରତୀକ ମାତ୍ର,ଭୋଟ କିନ୍ତୁ ନଵୀନଙ୍କ ନାଁ ରେ ପଡୁଛି।ନହେଲେ ଏ ଯୋଉ ଚାକର ବାକର ଚାମଚା ୟାଙ୍କର ୱଆଡ ସଭ୍ୟ ଟିଏ ହେବାର ଯୋଗ୍ୟତା କି କ୍ଷମତା ନାହିଁ।ତେଣୁ ସୁସ୍ଥ ହୁଅନ୍ତୁ କି ଅସୁସ୍ଥ ତାଙ୍କୁ ଘୋଷାଡି,ଏମାନେ ନିଜ ଚେହେରା ଚମକେଇଵା ରେ ବ୍ୟସ୍ତ। ର

ରାଇ ଦାଦା l Rai Dada l राई दादा l 🇮🇳 的头像
ରାଇ ଦାଦା l Rai Dada l राई दादा l 🇮🇳3 年前

ସେ ଶଙ୍ଖ ଭିତରୁ ଗେଣ୍ଡୁଲି ମାନେ ବାହାରି ଏବେ ରାସ୍ତାରେ ଗଡୁଛନ୍ତି 😄😄

ହେଇଟି ନନା 的头像
ହେଇଟି ନନା3 年前

ଚିହ୍ନା ..... ର ପଇତା ଲୋଡା ନାହିଁ ନନା । ସେ ନିଜେ ଶଙ୍ଖ ସେ କଣ ବେକରେ ପକେଇବେ । ସେ ହେଲେ ଶଙ୍ଖର ସର୍ବସ୍ଵ । ନନା ତମେ ନିଜ ଦଳ କଥା ଚିନ୍ତା କର କାହିଁକି ନା କଣ ପଙ୍କ ଭିତରେ ପଦ୍ମ ପୋତି ହେଇଗଲାଣି ଆଉ ଫୁଟୁନି । ଏଗୁଡାକ ଏମିତି ଲେଖିଛି କିଛି ଫାଇଦା ନାହିଁ । ଆସିବ ତ ସେଇ ଶଙ୍ଖ ପୁଣି ଶୁଭିବ ସେଇ ଧ୍ୱନି

Abhilash Jena 的头像
Abhilash Jena3 年前

ମୋତେ ଲାଗୁଛି ଭଉଣୀ ବୋଧେ ଲଗାଉ ଲଗାଉ ଫୋଡ଼ିଦେଲେ ନବୀନ ବାବୁଙ୍କ ଛାତିରେ, ସେଇପାଇଁ ଗରଗର😂

Sampark Jena 的头像
Sampark Jena3 年前

ଭାଇନା ଯେମିତି ପତର ଚାଟିକି ନିଜ ପରିବାର ଚଲାଉଛି ସେମିତ ସମସ୍ତଙ୍କୁ ଭାବୁଛି ସେ ମୁଖ୍ୟମନ୍ତ୍ରୀ ଆଉ ଗୋଟେ ଆଇଟି ସେଲ ବାଲା ପୁଣି ଅଘୋଷିତ ମୁଖାଧାରୀ ପ୍ରଶ୍ନ ପଚାରୁଛି । କାହିଁକି ନବୀନ କାଢିଦେଲେ । ହସ ଲାଗୁଛି ଏମାନଙ୍କ ଟୁଇଟ ଦେଖିଲେ ତୋର ପତର ଚାଟିବା କାମ ତୁ ଏଣେତେଣେ କାହିଁକି ମୁଣ୍ଡ ପୁରାଉଛୁ । ନବୀନ ତ ନବୀନ । କିଛି ଜାଣିନୁ

Common Man 的头像
Common Man3 年前

ନିଜ ଦଳର ନେତା, ମନ୍ତ୍ରୀ ଓ କର୍ମୀଙ୍କ କଳାକାରନାମା ଦେଖି ନବୀନ ବାବୁ ଭାବୁଥିବେ ବାଳ ଆଉ ଏହି ଉତ୍ତରୀ ଆଉ ଲଗୋରେ କଣ ଅଛି ଯେ ପିନ୍ଧିବି। ସ୍ୱର୍ଗରେ ଥାଇ ବିଜୁ ବାବୁ ବି ଅନୁତାପ କରୁଥିବେ କଣ ପାଇଁ ମୁଁ ଏହି ଦଳ ଗଠନ କଲି। ଏହି ଦଳରେ ମୋର ନୀତି, ଆଦର୍ଶ ଓ ଆଭିଜାତ୍ୟ ବୋଲି ଆଉ କିଛି ନାହିଁ।

相关视频