Video wird geladen...

Video konnte nicht geladen werden

Zur Startseite

#ୟୁପି_ବଙ୍ଗଳା_ଚାରିଆଡ଼ୁ_ଆଳୁ_ଆସିବ_ଚିନ୍ତା_କରନ୍ତୁନି ୟୁପିରୁ ବି ଆଳୁ ଆସିବ , ବଙ୍ଗଳାରୁ ବି ଆସିବ .. ଆଳୁ ଭର୍ତ୍ତି ହୋଇଯିବ । ଚିନ୍ତା କରିବାର ଆବଶ୍ୟକତା ନାହିଁ । ଦିନେ , ୨ ଦିନ ଭିତରେ ସବୁ ଠିକ୍ ହୋଇଯିବ : କୃଷ୍ଣଚନ୍ଦ୍ର ପାତ୍ର #KanakNews #KrushnaChandraPatra #Odisha

10 Kommentare

Profilbild von अनुपमा
अनुपमाvor 2 Jahren

ୟାଙ୍କୁ କହିବାକୁ ମୋ ମନ ବହୁତ କିଛି ଚାହୁଁଛି ହେଲେ କିଛି ନ କହିବା ଟା ଠିକ୍ ପବନା ଗୁଡ଼ା କ ସବୁ ତକ କଥା ଖାଲି ପବନ ପରି ଉଡ଼ି ଯାଉଛି

Profilbild von Ramahari Parida
Ramahari Paridavor 2 Jahren

Shame on you. Diluting your own statements regularly. You should not stop import licence from WB regarding potatoes or whatever

Profilbild von ଡଃ Udit Narayan Jena
ଡଃ Udit Narayan Jenavor 2 Jahren

ଗଲ୍ଲୁ ମରିଗଲା ।

Profilbild von Exist 2.0
Exist 2.0vor 2 Jahren

କି କଥା ବାର୍ତ୍ତା କରୁଚ ମ କଣ ଆଜି ଯାଏ ସରୁନି 🤣 ଗଲା ହଉଥା ଲୋକେ ଏଥି ମଲେଣି 😡

Profilbild von Shakti Kanta Mohanty
Shakti Kanta Mohantyvor 2 Jahren

ପୁରା ଭର୍ତି ହେଇଜିବ। 🤣🤣🤣

Profilbild von Surya
Suryavor 2 Jahren

ପବନା ନଂ ୧

Profilbild von Rudra Das
Rudra Dasvor 2 Jahren

kana pain kejani media samna re Mantri emiti kahuchanti...2-3 week heigalani kichi solution milu nahi!

Profilbild von Sujit Kumar Kar
Sujit Kumar Karvor 2 Jahren

Kana asubidha nai. Hoss re rahiki kama karucha na nai.

Profilbild von L Λ L I T
L Λ L I Tvor 2 Jahren

ଆଳୁ ଭର୍ତ୍ତି ହୋଇଯିବ...? ମା' ରାଣ, କି ବଢ଼ିଆ ଖବର ଦେଲୁରେ କୁଷୁ !

Profilbild von ଗୁଣ୍ଡୁଚି ମୂଷା 🐿️
ଗୁଣ୍ଡୁଚି ମୂଷା 🐿️vor 2 Jahren

ଆଗେ ଫାଇନାଲ କର 2 ନା 3 ନା 2+3=5 ଏମିତି କହି କହି ପା 15 ଦିନ ହେଲାଣି 🤣🤣🤣

Ähnliche Videos