
Sanghamitra panda
@sanghamitra_jr • 21,755 subscribers
(P.R.O) 🏢 || Odisha women Achievers award 2021 🥇 Ex- BJBIAN 📚 Debate Champion🏆 Journalist 🖋️ || 💥ସଂଘର୍ଷର ଅନ୍ୟନାମ ସଂଘମିତ୍ରା💥 ଜୟ ଜଗନ୍ନାଥ🙏
Shorts
Videos

ଅସଭ୍ୟ ଭାବେ ଦାନ୍ତ ଦେଖାଇ ସୁଖ୍ୟାତି ଅର୍ଜନ କରିଥିବା କଳାକାରଙ୍କୁ ଅପମାନିତ କରିଵା ପୂର୍ବରୁ ଜାଣ ଆଗ ସେ କିଏ? ହ୍ୟୁମାନ ସାଗର ଆଉ ରୁକୁ ସୁନା ନିଜେ ଜଣେ କଳାକାର କିନ୍ତୁ ନିମାଇଁ ହରିଚନ୍ଦନଙ୍କ ପରି ସାତ ଜନ୍ମରେ ହୋଇପାରିଵ ନାହିଁ। ତୁରନ୍ତ ଏ ଘଟଣା ପାଇଁ କ୍ଷମାପ୍ରାର୍ଥନା କରନ୍ତୁ ନଚେତ ଆଗାମୀ ଦିନରେ ଅଣ୍ଡା ଆଉ ଗୋବର ମାଡ଼ ଖାଇବା ଥୟ
Sanghamitra panda64,207 Aufrufe • vor 2 Jahren

ଆଧୁନିକ ସାଧବ ପୁଅ ମାନେ ବାଣିଜ୍ୟ କରିବାକୁ ଯିବା ପୂର୍ବରୁ ବୁଡିଗଲା ଡ଼ଙ୍ଗା 🤔🙄🙆♀️ #KartikaPurnima
Sanghamitra panda53,112 Aufrufe • vor 1 Jahr

ଏ ଅଭଦ୍ରାମୀ ଆପଣଙ୍କ ନିର୍ବାଚନ ମଣ୍ଡଳୀରେ କରିବେ ଯେଉଁଠି କାନ୍ଦିକି ଭୋଟ ଭିକ ମାଗୁଥିଲେ। ବିଧାନସଭା ଆପଣଙ୍କ ବାପା କିମ୍ଵା ଆପଣଙ୍କ ପୈତୃକ ସମ୍ପତ୍ତି ନୁହଁ ଯେଉଁଠି ଆପଣ ବ୍ରାହ୍ମଣ ସମାଜକୁ ଶଳା କହିବେ । ବ୍ରାହ୍ମଣ ମାନେ ୯୯% କଣ ଖାଉଛନ୍ତି ଟିକେ ବିସ୍ତୃତ ଭାବରେ କହିବେ କି ? ଏଭଳି ଅପଶବ୍ଦ ପାଇଁ ତୁରନ୍ତ କ୍ଷମା ମାଗନ୍ତୁ Ranendra Pratap Swain
Sanghamitra panda13,057 Aufrufe • vor 3 Monaten

ଗୁପଚୁପ୍ ଖଟାପାଣି ପ୍ରସ୍ତୁତ ହେଉଛି ନଳା ପାଣିରୁ 🙄 ଭିଡିଓଟି କଟକ ଚୌଦ୍ୱାର ଅଞ୍ଚଳର 🤦♀️
Sanghamitra panda18,600 Aufrufe • vor 5 Monaten

କି ମାନସିକତା ହୋ... ଲୋକ ଏଠି କଣ କଣ ଚୋରି କରୁଛନ୍ତି କିନ୍ତୁ ସାମାନ୍ୟ ଫୁଲକୁ ନେଇ ଭିଡିଓ ଭାଇରଲ କରିଛନ୍ତି ଆପଣ, ଆପାତତଃ ମାଉସୀଙ୍କ ବୟସକୁ ତ ଦେଖ, ଫୁଲ କଣ ସେ ନିଜ ପାଇଁ ଆଣିଛନ୍ତି ??? କୁହାଯାଏ କାର୍ତ୍ତିକ ମାସ ଧର୍ମର ମାସ କିନ୍ତୁ ଏ ବୁଢ଼ୀ ବୟସରେ ତାଙ୍କୁ ଯେଉଁ ଲୋକହସା କରୁଛନ୍ତି, ଭଗବାନ ତୁମକୁ କ୍ଷମା ଦେଲେ ହେଲା...
Sanghamitra panda23,533 Aufrufe • vor 8 Monaten

ସବୁ ଚ୍ୟାନେଲରେ ତୁ ବ୍ରେକିଙ୍ଗ ନିୟୁଜ,ସୋସିଆଲ ମିଡିଆରେ ତୋତେ ନେଇ ଅନେକ ଚର୍ଚ୍ଚା କିନ୍ତୁ ତୋ ସହ ଗୋଟିଏ ବ୍ୟାଞ୍ଚରେ ବସି ପାଠ ପଢିଥିବା ବନ୍ଧୁ ହିସାବରେ ମୁଁ ଆଜି ସ୍ତବ୍ଧ,ଗ୍ରହଣ କରି ହେଉନିକି ତୁ ନାହୁଁ ବୋଲିରେ,ତୁ ଭାରି ସରଳ ବୋଲି ତ ସ୍ୱାମୀ ରୂପକ ରାକ୍ଷାସ କବଳରୁ ନିଜକୁ ବଞ୍ଚାଇ ନପାରି ଆତ୍ମହତ୍ୟା କରିଦେଲୁ #ଅଶ୍ରୁଳଶ୍ରଦ୍ଧାଞ୍ଜଳି
Sanghamitra panda35,992 Aufrufe • vor 1 Jahr

ଶୁଣନ୍ତୁ ପୀଡ଼ିତା କଂଗ୍ରେସ ଛାତ୍ର ନେତା ଉଦିତ ପ୍ରଧାନଙ୍କ ନାଁ ରେ କଣ ଆଣିଛନ୍ତି ଅଭିଯୋଗ...
Sanghamitra panda16,771 Aufrufe • vor 11 Monaten


