#5t

#JaiJagannatha🙏🏼 Happy to see the ongoing transformation of #Puri into a #WorldHeritageCity. The transformation, complementing the rich spiritual, historical & cultural legacy of the city will offer divine experience to millions of devotees coming from all over the world. #5T
Naveen Patnaik69,558 Aufrufe • vor 3 Jahren

Various Service Associations met #5T & #NabinaOdisha Chairman, Shri VK Pandian at Naveen Niwas and wished him for his new role. Shri Pandian thanked the association members and sought their cooperation for welfare of people of #Odisha. He said the Govt machinery under leadership of HCM Naveen Patnaik is committed to bring real transformation in the life of every individual. Expressing delight, members of the Service Associations praised Shri Pandian for spearheading the transformation of the State by realising the vision of CM Shri Naveen Patnaik. They exuded confidence that the transformation of new #Odisha will now be even more pronounced.
CMO Odisha59,791 Aufrufe • vor 2 Jahren

କଟକ ନେତାଜୀ ବସ୍ ଟର୍ମିନାଲରେ ଯାତ୍ରୀଙ୍କ ପାଇଁ ଉପଲବ୍ଧ ହେଉଛି ଆନ୍ତର୍ଜାତିକସ୍ତରର ସୁବିଧା। #5T ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି. କେ ପାଣ୍ଡିଆନ କଟକ ନେତାଜୀ ବସ୍ ଟର୍ମିନାଲ ପରିଦର୍ଶନ କରି ଯାତ୍ରୀ ସେବା ସମ୍ପର୍କରେ ଲୋକଙ୍କ ସହ କଥା ହୋଇଛନ୍ତି। ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦେଇ ବସ୍ ଟର୍ମିନାଲରେ ସମସ୍ତ ବ୍ୟବସ୍ଥା ହୋଇଥିବାରୁ ଖୁସି ପ୍ରକାଶ କରିଛନ୍ତି ରାଜ୍ୟର କୋଣଅନୁକୋଣରୁ ଆସୁଥିବା ଯାତ୍ରୀ। #NetajiBusTerminal
CMO Odisha56,082 Aufrufe • vor 2 Jahren

ପ୍ରସ୍ତୁତ ହେଉଛି ଅତ୍ୟାଧୁନିକ ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ। ପ୍ରକଳ୍ପର ୮୫% କାମ ଶେଷ ହୋଇଥିବା ବେଳେ ଜୁଲାଇ ସୁଦ୍ଧା ସମସ୍ତ କାର୍ଯ୍ୟ ସାରିବାକୁ #5T ସଚିବ ନିର୍ଦ୍ଦେଶ ଦେଇଛନ୍ତି। ୧୧ ଏକର ପରିମିତ ଅଞ୍ଚଳରେ ହେଉଥିବା ଏହି ବସ୍ ଟର୍ମିନାଲ ରାଜ୍ୟର ଗମନାଗମନ କ୍ଷେତ୍ରରେ ଗ୍ରହଣ କରିବ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା। #Odisha
CMO Odisha56,730 Aufrufe • vor 3 Jahren

#Odisha’s constant endeavour has been to improve the lives of the people. CM Naveen Patnaik has approved the detailed project report (DPR) for the Bhubaneswar Metro Rail Project to be launched under #5T initiative. The first-of-its-kind State Govt-funded metro rail project in the country will be another foundation stone for #NewOdisha.
CMO Odisha51,632 Aufrufe • vor 2 Jahren

ଲୋକଙ୍କ ଅଭିଯୋଗର ହେବ ତ୍ୱରିତ ସମାଧାନ, 'ମୋ ସରକାର' ଅଧୀନରେ ହେବ ଅଭିଯୋଗ ପ୍ରଶମନ। ବର୍ତ୍ତମାନସୁଦ୍ଧା ୨୦ଟି ଜିଲ୍ଲାରୁ ପାଖାପାଖି ୧୮,୦୦୦ଟି ଅଭିଯୋଗ ସଂଗ୍ରହ ହୋଇଛି। ଏହାର ସମାଧାନ କିପରି ହେଉଛି ସେନେଇ ୧ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଲୋକଙ୍କୁ ଫୋନ କରାଯାଇ ମତାମତ ସଂଗ୍ରହ କରାଯିବ। #5T #MoSarkar
CMO Odisha54,031 Aufrufe • vor 3 Jahren

Pleasure meeting Mr Shombi Sharp, UN Resident Coordinator in India (United Nations in India). Thank him for his appreciation for #Odisha’s global model of #disastermanagement, pioneering work in #foodsecurity, #5T governance and @odishamilletsmission. #Transformation
Naveen Patnaik40,112 Aufrufe • vor 2 Jahren

ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ନିର୍ଦ୍ଦେଶକ୍ରମେ #5T ସଚିବ ଭି.କେ.ପାଣ୍ଡିଆନ କଟକ ଗସ୍ତରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବର୍ତ୍ତମାନ ନିର୍ମାଣାଧୀନ ୪ଟି କ୍ଲିନିକାଲ ବ୍ଲକ ଓ ୧୩ଟି ଆବାସିକ ବ୍ଲକ କାମ ଡିସେମ୍ବର ସୁଦ୍ଧା ସାରିବାକୁ ସଚିବ ପରାମର୍ଶ ଦେଇଛନ୍ତି। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ ଚିକିତ୍ସା ଓ ଶିକ୍ଷା ଅନୁଷ୍ଠାନ ଭାବେ ଗଢି ତୋଳିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଘୋଷଣା କରିଥିଲେ। ଲୋକଙ୍କ ସୁବିଧା ପାଇଁ #5T ଉପକ୍ରମରେ ଏହାର ସମ୍ପ୍ରସାରଣ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି। #Odisha
CMO Odisha35,615 Aufrufe • vor 3 Jahren

ରାଜ୍ୟର ଶିକ୍ଷାବ୍ୟବସ୍ଥାକୁ ଉନ୍ନତି ପଥରେ ଆଗେଇ ନେଉଛି ସରକାରଙ୍କ #5T ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ। ସ୍ମାର୍ଟ୍ ଶ୍ରେଣୀଗୃହ, ବିଜ୍ଞାନଗାର ଆଦି ସୁବିଧା ଦ୍ୱାରା ଶିକ୍ଷାର ମାନବୃଦ୍ଧି ହେବାସହ ସ୍କୁଲଗୁଡ଼ିକୁ ମିଳୁଛି ନୂଆ ପରିଚୟ। ଛାତ୍ରଛାତ୍ରୀଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଠନର ସ୍ବପ୍ନ ସାକାର ହେଉଛି। #OdishaSchoolTransformation
MoSarkar 5T34,215 Aufrufe • vor 3 Jahren

