#nabinodisha

ରାଜ୍ୟ ଓ ରାଜ୍ୟବାହାରର ଯାତ୍ରୀଙ୍କୁ ଏକ ବିଶ୍ଵସ୍ତରୀୟ ଓ ଅତ୍ୟାଧୁନିକ ବିମାନବନ୍ଦରର ଅନୁଭୂତି ଦେବ ଇଣ୍ଟରଷ୍ଟେଟ ବସ୍ ଟର୍ମିନାଲ(ISBT) I ଭୁବନେଶ୍ୱର ବରମୁଣ୍ଡାରେ #ISBT ନିର୍ମାଣକାର୍ଯ୍ୟକୁ ଦିଆଯାଉଛି ଶେଷ ସ୍ପର୍ଶ I ବହୁମୁଖୀ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି #5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ। #NabinOdisha
MoSarkar 5T14,138 views • 2 years ago

ରାଜ୍ୟର ଯୁବବର୍ଗଙ୍କୁ ସ୍ୱାବଲମ୍ବୀ କରି ସ୍ଵତନ୍ତ୍ର ଯୁବ ଉଦ୍ୟୋଗୀ ରୂପେ ଗଢିବା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଛି #ସ୍ୱୟମ୍ ଯୋଜନା ଏହି ଯୋଜନାରେ ଆବେଦନକାରୀ କିପରି ଆବେଦନ କରିବେ, ଆସନ୍ତୁ ଜାଣିବା। ଯୋଜନା ସମ୍ବନ୍ଧୀୟ ବିସ୍ତୃତ ସୂଚନା ରେ ଉପଲବ୍ଧ। #Swayam #OdishaOnTheMove #NabinOdisha
Panchayati Raj and Drinking Water Department11,241 views • 2 years ago

ଛାତ୍ରଛାତ୍ରୀଙ୍କୁ ମିଳିଛି ନୂଆ-ଓ ଛାତ୍ରବୃତ୍ତି। ପ୍ରତିଶ୍ରୁତି ଅନୁଯାୟୀ ଶିକ୍ଷାର୍ଥୀଙ୍କ କଲ୍ୟାଣ ପାଇଁ ଏହି ବୃତ୍ତି ବ୍ୟବସ୍ଥା କରିଥିବାରୁ ଅନୁଗୋଳର ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଏବଂ #5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି। #NabinOdisha #NuaO
CMO Odisha10,460 views • 2 years ago
No more content to load
