#odishanews

ପ୍ୟାରେଡ କରୁଥିବା ଛାତ୍ରଛାତ୍ରୀ ସମେତ ସମସ୍ତ ଡ୍ରେସରେ ପଡିଥିଲା କାଦୁଅ ଛିଟା। କାଦୁଅ ଛିଟକାରେ ସମ୍ପୂର୍ଣ୍ଣ ଡ୍ରେସ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ବାସୁଦେବପୁର ପୌରପାଳିକା ସ୍ୱାଧୀନତା ଦିବସରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ.... #OdishaNews #OdishaUpdates #IndependenceDay2026 #Parade #Rain #OdishaTV #OTV
ଓଟିଭି43,169 views • 20 days ago

ମଣିପୁର ନ ହେଉ ଆମ ଓଡ଼ିଶା । ଦିଲ୍ଲୀ ଝିଅର କୋହଭରା କାହାଣୀ । ଆମ ଆଇନ ମନ୍ତ୍ରୀ ଏ ସବୁ ଦେଖି ପାରୁଛନ୍ତି କି ତାଙ୍କ ଆଖିରେ ଅନ୍ଧ ପୁଟୁଳି ବାନ୍ଧିଛନ୍ତି ? #Odisha #OdishaNews #OdiaAsmita #Rayagada #Bjp #OdishaLawSystemFailUnderBjp #2YearsofLokankaSarakar #BikasharaDharaOdishaSara #Manipur
Debasmita Panda12,196 views • 2 months ago

#ଓଡ଼ିଶା_ବଜେଟ୍_୨୦୨୬_୨୭ - ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ଲାଇବ୍ରେରୀ କେନ୍ଦ୍ର - ୧ ହଜାର କୋଟି - ଶ୍ରୀଜଗନ୍ନାଥ ମନ୍ଦିର ପାଇଁ 'ସମର୍ପଣ' ନାଁରେ ଅନଲାଇନ୍ ଡିଜିଟାଲ ହୁଣ୍ଡି - ରତ୍ନଭଣ୍ଡାର ଗଣତିମଣତି - ୫ କୋଟି ଟଙ୍କାର ପ୍ରସ୍ତାବ #Sambad #OdishaBudget #MohanMajhi #OdishaAssembly #Budget2026 #OdishaNews
Sambad (ସମ୍ବାଦ)19,952 views • 6 months ago



