#odishapolitics

#ବାବୁ_ସିଂଙ୍କ_ରୋଜଗାର_୨_କୋଟି ! ୫୦ ଲକ୍ଷ ଗାଡ଼ି ଚଢ଼ିବେ, ସାଢ଼େ ୩ ଲକ୍ଷ ଦରମା ପାଇବେ ଓଡ଼ିଶାର ୧୦୮ ବିଧାୟକ କୋଟିପତି, ୫୦ଲକ୍ଷର ଗାଡ଼ି ଚଢ଼ିବେ । ଏହାପରେ ବି ଏକାଥରକେ ଦରମା ବଢ଼ିବ ୩.୫ ଲକ୍ଷ ? #NewsRoomInterView #NewsRoomInterViewWithSushree #NewsRoomInterViewWithBabuSingh #OdishaPolitics #BJPMLA #Odisha
Kanak News40,798 Aufrufe • vor 8 Monaten

#ଦର୍ଶନ_ଦେଲେ_ପାଣ୍ଡିଆନ ! ଢେର ଦିନର ନୀରବତା ପରେ ପୁଣି ଫେରିଛନ୍ତି, ଭିକେ ପାଣ୍ଡିଆନ୍। ଏପଟେ ପତ୍ନୀ ସୁଜାତା ୬ ମାସର ଛୁଟିପରେ କାମରେ ଯୋଗ ଦେଇଥିବା ବେଳେ, ସେପଟେ ପାଣ୍ଡିଆନଙ୍କ ସର୍ବସାଧାରଣ ଦର୍ଶନ ସମସ୍ତଙ୍କୁ ତାଜ୍ଜୁବ କରିଛି । #VKPandian #ViralVideo #SujataPandian #OdishaPolitics #SpecialStory #Odisha #OTV
ଓଟିଭି53,044 Aufrufe • vor 1 Jahr

ରାଜ୍ୟସଭା ପାଇଁ ଟିକେଟ୍ ନମିିଳିବାକୁ ଶ୍ୱଶୁରଙ୍କ ପାଇଁ ବିଜେଡିି ଝାଡ଼ିଦେଲେ ପ୍ରଭାତ ବିଶ୍ୱାଳଙ୍କ ବୋହୂ ତଥା ବିଧାୟକ ସୌଭିକ ବିଶ୍ୱାଳଙ୍କ ଧର୍ମପତ୍ନୀ । ଶୁଣନନ୍ତୁ କଣ କହୁଛନ୍ତି. #OdishaPolitics_SouvicBiswal #PravatBiswal #OdishaPolitics #RajyaSabha #BJDControversy #RajyaSabhaTicket #OdishaTV #OTV
ଓଟିଭି18,017 Aufrufe • vor 5 Monaten

ପୁରୀ ସହର ସାରା ‘ବଙ୍ଗଳା’ ପୋଷ୍ଟର୍। ସାହି ସାହି ଗଳି ଗଳିରେ ବିଜେପି ଲଗାଇଛି ବଙ୍ଗଳା ଭାଷାରେ ପୋଷ୍ଟର୍। ଆଗାମୀ ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ବଙ୍ଗାଳୀ ଭୋଟରଙ୍କୁ ପ୍ରଭାବିତ କରିବାକୁ ବିଜେପି ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଥିବା ଚର୍ଚ୍ଚା ହେଉଛି। #OdishaPolitics #BJP #WestBengalElection #PuriPolitics #Odisha #OTV
ଓଟିଭି14,165 Aufrufe • vor 4 Monaten

ओडिशा की बीजेपी सरकार ने आरक्षण को लेकर बड़ा फैसला लिया है. सरकार ने अनुसूचित जाति (SC) और अनुसूचित जनजाति (ST) के छात्रों को मेडिकल और टेक्निकल एजुकेशन में मिलने वाला आरक्षण बढ़ा दिया है सरकार के इस फैसले से स्वामी आनंद स्वरूप भड़क गए हैं #swamianandswaroop #OdishaPolitics #OdishaGovernment #OdishaNews
Swami Anand Swaroop12,176 Aufrufe • vor 4 Monaten

