#ଚାଲି_ଚାଲି_ଗଲେ_ମ୍ୟାଡାମ୍

#ପ୍ରବଳ_ବର୍ଷା..#ସ୍କୁଟି_ପଡ଼ିଗଲା...#ଚାଲି_ଚାଲି_ଗଲେ_ମ୍ୟାଡାମ୍ ହଠାତ ରାଜଧାନୀରେ ବଦଳିଲା ପାଗ । ଭୁବନେଶ୍ବରରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷାପବନ। ବିଭିନ୍ନ ସ୍ଥାନରେ ରାସ୍ତାରେ ଜମି ରହିଲା ପାଣି । ବର୍ଷାରେ ବୁଡ଼ିଗଲା ଗାଡ଼ି । ବିଭିନ୍ନ ଛକରେ ପ୍ରବଳ ବର୍ଷା ପରେ ରାସ୍ତାରେ ଲହଡି ଖେଳିଲା ପାଣି । #OdishaWeather #UrbanFlooding #Bhubaneswar #Odisha #OTV
ଓଟିଭି21,080 Aufrufe • vor 1 Jahr
Keine weiteren Inhalte verfügbar