Загрузка видео...
Не удалось загрузить видео
#ପ୍ରବଳ_ବର୍ଷା..#ସ୍କୁଟି_ପଡ଼ିଗଲା...#ଚାଲି_ଚାଲି_ଗଲେ_ମ୍ୟାଡାମ୍ ହଠାତ ରାଜଧାନୀରେ ବଦଳିଲା ପାଗ । ଭୁବନେଶ୍ବରରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷାପବନ। ବିଭିନ୍ନ ସ୍ଥାନରେ ରାସ୍ତାରେ ଜମି ରହିଲା ପାଣି । ବର୍ଷାରେ ବୁଡ଼ିଗଲା ଗାଡ଼ି । ବିଭିନ୍ନ ଛକରେ ପ୍ରବଳ ବର୍ଷା ପରେ ରାସ୍ତାରେ ଲହଡି ଖେଳିଲା ପାଣି । #OdishaWeather #UrbanFlooding #Bhubaneswar #Odisha #OTV
21,080 просмотров • 1 год назад •via X (Twitter)
Комментарии: 6

Apurba Singh1 год назад
କାହିଁ କାଉଠି ବର୍ଷା । ଭୁବନେଶ୍ୱର ରେ ତ ଜମା ବି ବର୍ଷା ହେଇ ନି

Solar Heavy1 год назад
- All I Knew

Thakur Mahamanya Raghuwanshi1 год назад
Jab Tak underground drian nhi hoga tab tak esha chalta Rahega

dcr create Giri1 год назад
A Sala media bala nka upare bharasa karibaa Katha nuha, Sala 6 ku 9 lagei kahuchhanti , Khali taa TRP darkar auu . Marijauna re Sala

BIRUPAKSHYA SAHU1 год назад
ରାଜଧାନୀ ର ମଜା

PRASANNA KUMAR NAYAK1 год назад
ଆଉ କିଛି ଖବର ନାହିଁ ବେକାର news
