Loading video...

Video Failed to Load

Go Home

ଏମିତି ଭର୍ସନ ଶୁଣିଛନ୍ତି କି ???😂

28,812 views • 1 year ago •via X (Twitter)

35 Comments

DILLIPKUMAR SETHY's profile picture
DILLIPKUMAR SETHY1 year ago

ଏମାନେ ଆମ ଯାଜପୁର କୁ ଆସି ଏମିତି ଗାଇଲେ,,ନଡ଼ିଆ ଗଛରେ ବନ୍ଧାହେ ବେ

Devakinandan Das🚩's profile picture
Devakinandan Das🚩1 year ago

ଆଗ ମୋତେ ନିଆଁ ନଗେଇ ଦିଅ ତ...ଆଉ ଥିବି ଯେ ଏ ଗୁଡା ଦେଖିବି 😤😤😤😤🙏🙏🙏🙏

BHAGIRATHI PATTANAIK's profile picture
BHAGIRATHI PATTANAIK1 year ago

This is simple how we ruin our culture... Govt should take immediate action to stop such kind of activities.. Jai Jagannath

Parsuram Sahoo 🇮🇳's profile picture
Parsuram Sahoo 🇮🇳1 year ago

କଣ କଲେଣି ସବୁ ଆଜିକାଲି ! ଆଧୁନିକତା ନାଁ ରେ କିଛି ବି 🤦‍♂️🤦‍♂️ ଆମେ ଓ ସମାଜ ହିଁ ଏ ସବୁ କୁ ଦେଖି ମଜା ନେଉଥିବାରୁ ଏହାର ମାତ୍ରା ବଢ଼ିଚାଲିଛି। ସେଠି ଉପସ୍ଥିତ କେତେ ଜଣ ଏହାର ବିରୋଧ କରିଥିଲେ ଏହା ହୁଏତ ବନ୍ଦ ହୋଇପାରିଥାନ୍ତା ।

Sai ( ସାଇ )🇮🇳⚔️'s profile picture
Sai ( ସାଇ )🇮🇳⚔️1 year ago

ଲୋକ ମାନେ ବି ଚାରିପଟେ ଘେରିକି ବସି ଆଁ କରି ଶୁଣୁଛନ୍ତି ! 🙄

Tappu's profile picture
Tappu1 year ago

କଳିଯୁଗ ସରିଯିବ ସେଥିପାଇଁ ଲୋକ ସବୁ ଏମିତି ହଉଛନ୍ତି, ଯିଏ ଏଇ ନାମଯଜ୍ଞ କରାଉଛି ଆଉ ଯିଏ ଗାଉଛି ତମକୁ ସାଷ୍ଟାଂଗ ଦଣ୍ଡବତ😡😡

Kaibalya Malik's profile picture
Kaibalya Malik1 year ago

ଓଡ଼ିଆ ଜାତିର କଳଙ୍କ ଏମାନେ

DEBIPRASAD MOHARANA's profile picture
DEBIPRASAD MOHARANA1 year ago

Devotion is missing.

Satyajit Das's profile picture
Satyajit Das1 year ago

ଆମେ ଆମ ଧର୍ମ ର ସର୍ବନାଶର କାରଣ......... କେହି ପ୍ରତିବାଦ କରିବାକୁ ନାହାନ୍ତି

BHANU PRATAP NAYAK's profile picture
BHANU PRATAP NAYAK1 year ago

ନିଶ୍ଚିନ୍ତ ଗୋଟେ ଅପ ସଂସ୍କାରୀ ଗାଁ ହୋଇଥିବ ନ ହେଲେ ଏମିତି ଅସଭ୍ୟତା ଗ୍ରହଣୀୟ ନୁହଁ....

Subrat Kar's profile picture
Subrat Kar1 year ago

Yes, I attended a kirtana event sometime back. A group of female artists performed something similar like this. All the attention of the crowd was there, nobody was interested in eating food.

Secular Liberal's profile picture
Secular Liberal1 year ago

ମରଣ ନାହିଁ ଯାହା

Katty's profile picture
Katty1 year ago

ଭଡୁଆ ସାରଥୀ ବାବାଙ୍କ ଭଜନ ଦଳ ।

Kumarika🇮🇳's profile picture
Kumarika🇮🇳1 year ago

ଏମିତି ସିନେମା ଗୀତ ସ୍ୱରରେ ଭକ୍ତିଗୀତ ବାଜିବା ନୂଆ ନୁହେଁ, ହେଲେ ଏ ବିକୃତ ନାଚ ଏ “ଭର୍ସନ”କୁ “ଭକ୍ତିର ଭର୍ତ୍ସନା”କରିଦେଉଛି

Ashok (🧠-E-Nax-Al)'s profile picture
Ashok (🧠-E-Nax-Al)1 year ago

Sensual kirtan it is. 😅😅😜

MANOJ SATAPATHY (FUSION FORGE CREATIONS)'s profile picture
MANOJ SATAPATHY (FUSION FORGE CREATIONS)1 year ago

ଅପସଂସ୍କୃତିର ପରିଚୟ, କୀର୍ତ୍ତନର ମାହାତ୍ୟଂକୁ ଏମାନେ କୋଉଗତି ଆଡେ ନେଉଛନ୍ତି, ଏଥିରୁ ସ୍ପଷ୍ଟ ବାରି ହେଉଛି | ଭଗବାନ ହିଁ ସହ ଭରଷା|

Niranjan Online's profile picture
Niranjan Online1 year ago

ଆଉ କିଛିଦିନ ଗଲେ dj ବି ବଜେଇ ଦେବେ ଏମାନେ

Debashisa mahapatra's profile picture
Debashisa mahapatra1 year ago

କଳିଯୁଗ ର କଳ୍କୀ ମାନେ..

Novice Blogger NB's profile picture
Novice Blogger NB1 year ago

Odisha Asmita version 🫡

Sashi Bhusan Padhi's profile picture
Sashi Bhusan Padhi1 year ago

କୌଣସି ଅନ୍ୟ ଧର୍ମରେ ଏପରି ଦେଖା ଯାଏନି।

Odisha Today's profile picture
Odisha Today1 year ago

ଚପଲ ଖୋଲିକି ସେକିବା କଥା

saradaprasad mallick's profile picture
saradaprasad mallick1 year ago

Anything !!!!!!!! They were gone mad

Bijaya Kumar Jena's profile picture
Bijaya Kumar Jena1 year ago

ନୁଆ_ଓ

BAIKUNTHA (बैकुण्ठ)'s profile picture
BAIKUNTHA (बैकुण्ठ)1 year ago

ଏଥିରେ କୌଣସି ଭକ୍ତିଭାବନା ଜାଗ୍ରତ ହେଉନାହିଁ ବରଂ ଏହା କେବଳ ଭିଡ଼କୁ ଆକର୍ଷିତ କରିବା ପାଇଁ ଏକ ନୂତନ ଯୋଜନା ଏବଂ ଏହାର ଧାର୍ମିକ ପରିବେଶ ସହିତ କୌଣସି ସମ୍ପର୍କ ନାହିଁ।

Tikam Patra's profile picture
Tikam Patra1 year ago

ଅପସଂସ୍କୃତି ର ପ୍ରଚାର ପ୍ରସାର

Er.Sanjaya Kumar Sahoo🇮🇳's profile picture
Er.Sanjaya Kumar Sahoo🇮🇳1 year ago

Hybrid

SinghSight's profile picture
SinghSight1 year ago

Ha ha, Leading

R@Nj@N's profile picture
R@Nj@N1 year ago

For cheap publicity, these guys can do anything! Is this our Odia Ashmita?

Nigam Routray's profile picture
Nigam Routray1 year ago

He bhagwan

Vidyadhar's profile picture
Vidyadhar1 year ago

Shame!

Without Worry's profile picture
Without Worry1 year ago

Oddiya asmita .

Sandip D Adhikary's profile picture
Sandip D Adhikary1 year ago

😀🤣🤣🤣 ୟେ ଭଳି ଭଜନ ହେଲେ ଲୋକ ଆଉ ଯିବେନି କୁଆଡେ.

Bijaya Kumar Jena's profile picture
Bijaya Kumar Jena1 year ago

ଏମିତି ଶୁଣିନି ଇଏ ତ ରୁପାନ୍ତର ।

Kishor kumar behera Kishor's profile picture
Kishor kumar behera Kishor1 year ago

ପିଟବେ ଏମାନଙ୍କୁ

Lokonath Behera's profile picture
Lokonath Behera1 year ago

Bhai namasankirtana bhakti kam ,dekhania besi Hare Krishna mahamantra choto bhabani Negative prabhavo padibo Hare Krishna 🙏

Related Videos