正在加载视频...

视频加载失败

ଏ କି ସ୍ଥିତି🤭🤭

35,045 次观看 • 3 年前 •via X (Twitter)

10 条评论

Satyananda Panigrahi 🕉️ (ହିନ୍ଦୁ,सनातनी,HINDU) 的头像
Satyananda Panigrahi 🕉️ (ହିନ୍ଦୁ,सनातनी,HINDU)3 年前

ଅରାଜକତାର ବିଲୋପ କିମ୍ବା ମାନବିକତା ପ୍ରତିଷ୍ଠାକୁ ନେଇ ଆନ୍ଦୋଳନ କରିବା ଆବଶ୍ୟକ ମନେହୁଏ ବର୍ତ୍ତମାନ ସ୍ଥିତିରେ।କିନ୍ତୁ ପ୍ରଶ୍ନ ଏଭଳି ଆନ୍ଦୋଳନ କରିବ କିଏ,କାହା ବିପକ୍ଷରେ ଏବଂ କାହା ପାଖରେ? ମାନବିକତା,ଦୟାଭାବ,ସମ୍ବେଦନଶୀଳତା କିଣାବିକା କିମ୍ବା ପେଟପାଟଣା ସମ୍ପର୍କିତ ନୁହେଁ।ଏହା ହିଁ ରାଜ୍ୟ ସରକାରଙ୍କ ମାଙ୍କୁ ସମ୍ମାନ ଯୋଜନା କି ?

B NC🌶️ 的头像
B NC🌶️3 年前

ଦରମା ୧୩୮୦୦ ପାଉଛନ୍ତି, ସେମାନେ family କେମିତି running କରିବେ ତମେ କହୁନ। ଆଜିର ସମୟ ରେ ସବୁ ଜିନିଷ ର ଦରଦାମ ବଢ଼ିଲାନି। ମୁଁ bjd କୁ vote ଦେଉଥିଲି but NXT re ନୁହେଁ।

Alok Kumar Nayak 的头像
Alok Kumar Nayak3 年前

ଏତେ ଯଦି ମାଡ଼ ମାରିବାର ଇଛା ଆଉ ଯଦି ବି ନିୟମ ରହିଛି ତାହେଲେ ମହିଳା ପୋଲିସଙ୍କ ଦ୍ଵାରା ମାଡ଼ ମାରୁନାହାନ୍ତି କାହିଁକି ???? ଏତେ ବେଲଜ୍ୟା କାମ କରିବାକୁ ପୁରୁଷପୋଲିସଙ୍କୁ ଖରାପ ଟିକେ ବି ଖରାପ କେମିତି ଲାଗୁନି ????

Gopal Ram 的头像
Gopal Ram3 年前

କାଳିକା କାଳୀ ନରମୁଣ୍ଡ ମାଳି 🤣🤣🤣

Muni 的头像
Muni3 年前

ନବୀନ ଓଡ଼ିଶାରେ ମହିଳାଙ୍କୁ ସମ୍ମାନ 👇 ଆନ୍ଦୋଳନରତ ଶିକ୍ଷୟିତ୍ରୀଙ୍କୁ ଲାଠି ମାଡ଼ ।

Sachi Mahapatra 的头像
Sachi Mahapatra3 年前

ଏହା କେବେକାର ଏବଂ କୋଉଠିକାର ଦୃଶ୍ୟ , ଅସମ୍ଭାଳ ପୁଲିସି ବାବୁ ।

Chandrasekhar 的头像
Chandrasekhar3 年前

ସାମ୍ବାଦିକା ହୋଇ ରାଜନୀତି କାହିଁକି କରୁଛ ଏହା ମିଛ କି

Debakanta Mohapatra 的头像
Debakanta Mohapatra3 年前

@ArgusNews_in, ସତ୍ୟ ସନ୍ଧାନ 😌😜

G Duryodhan Reddy 的头像
G Duryodhan Reddy3 年前

ଓଡିଶାରେ ମା କୁ ସମ୍ମାନ ଏ ପରି ଦିିଆଯାଏ ଆମ ଶାସନ ବ୍ୟବସ୍ଥାର ବିକଳ ଚିତ୍ର

Sridhar SRI #Jay Jagannath 的头像
Sridhar SRI #Jay Jagannath3 年前

इसे कहते हैं नारी सुरक्षा सर्वोत्तम सुरक्षा उड़ीसा में

相关视频

ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ, ଫେଲ୍ ମାରୁଛି ଓଡ଼ିଶାର ଡବଲ୍ ଇଞ୍ଜିନ୍ ସରକାର। ବିଏମସି ଅଫିସ ଭିତରେ ପଶି ଅତିରିକ୍ତ କମିଶନରଙ୍କୁ ୬/୭ ଜଣ ଗୁଣ୍ଡାଶ୍ରେଣୀୟ ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରୁଛନ୍ତି। ବିଜେପିର କର୍ପୋରେଟର ଜୀବନ ରାଉତଙ୍କ ଉପସ୍ଥିତିରେ ଏସବୁ ଘଟୁଥିଲା। ଏହି ଘଟଣାର ପ୍ରଚ୍ଛଦପଟରେ ବିଜେପିର ପରାଜିତ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ସମର୍ଥନ ରହିଥିବା ଅଭିଯୋଗ ହୋଇଛି। ଏହା ସ୍ପଷ୍ଟ ଦର୍ଶାଉଛି ରାଜ୍ୟରେ ଅରାଜକତା ସୀମା ଟପିଲାଣି। ଗୁଣ୍ଡାଗର୍ଦ୍ଦି ଏବଂ ଆତଙ୍କରାଜ ନିତିଦିନିଆ ଘଟଣା ହେଲାଣି। ଗୃହ ବିଭାଗକୁ ନିଜ ପାଖେ ରଖିଥିବା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବେ କି ରାଜ୍ୟରେ କାହିଁକି ଏଭଳି ସ୍ଥିତି ଉପୁଜୁଛି? ସରକାରୀ କାର୍ଯ୍ୟାଳୟରେ ପଶି, ସରକାରୀ ଅଧିକାରୀଙ୍କୁ ଘୋଷାଡ଼ି ମରଣାନ୍ତକ ଆକ୍ରମଣ କରିବା ବି କ'ଣ ବିଜେପି ସରକାରର ଉପଲବ୍ଧି କି? #BMCAdditionalCommissioner #ହଟାଅବିଜେପି #BJPAntiOdisha #FailedDoubleEngine

Biju Janata Dal

17,071 次观看 • 1 年前