正在加载视频...

视频加载失败

ଚକା ଆଖି ସବୁ ଦେଖୁଛି ⭕❗⭕

55,565 次观看 • 2 年前 •via X (Twitter)

9 条评论

କଥା ମଞ୍ଜ 的头像
କଥା ମଞ୍ଜ2 年前

ହଇରେ ଟାଉଟର ଏ କିଏ ଦେଖିଲୁ କାହା ସହିତ କିଏ ଅଛି ଏ ଭିଡ଼ିଓ ଟା viral ହଉଚି ଏବେ l ସେଇ ଦେଖ ଯାହା ନାଁ ରେ ମିଛ ଅପପ୍ରଚାର କରୁଛୁ ତା ସହିତ କିଏ ଦେଖିଲୁ ତୋ ଦଳର ଭାଇ ତ 😂ସେ ବି ଖାଉଛି ଦେଖ ଭଲକି l ତୋ ଜାତି ଭାଇ କୁ ଜାଣିପାରୁନୁ କଣ ମ 😂ଏବେ କଣ କହିବୁ କହ ମୁଁ ଶୁଣିବି ଟାଉଟର l ତୋ ଭଳିଆ ଟାଉଟର ଜଗତେ ନାହିଁ 😂ତୁ ଖରାବେଳିଆ ଟା କି

Ansuman 的头像
Ansuman2 年前

ଗୋମୁତ୍ର ଟିକେ ପିଇକି ପବିତ୍ର ହେଇଯାଅ ଭାଇନା

କଥା ମଞ୍ଜ 的头像
କଥା ମଞ୍ଜ2 年前

ଭାଇନା ଟାଉଟର ଏଡିଟିଂ କରିଛି କିନ୍ତୁ ଆଉ ଟିକେ ଭଲ ହେଇପାରିଥାନ୍ତା l ପାଣ୍ଡୁ ପାଣ୍ଡୁ ହେଇକି ତୋର ଜୀବନ ଗଲା ସେଇ ପାଣ୍ଡୁ ପାଇଁ ତୁ 2 ଟଙ୍କା ରୋଜଗାର କରୁଛୁ ଯଦି ପାଣ୍ଡୁ ନଥାନ୍ତା ତାହାଲେ ତୁ ବି ନଥାନ୍ତୁ ରେ ଭାଇନା ଟାଉଟର l ଯାହା ହଉ ସବୁ ଚକା ଆଖି ଦେଖୁଚି ରେ ଭାଇନା ତୁ ଯିବୁ କିଛି ଦିନ ପରେ ଗୁଜୁରାଟ ସେଠି ବାଦାମ ବିକିବୁ 😂😂😂

Saroj Kumar Nayak 的头像
Saroj Kumar Nayak2 年前

ଯିଏ ଭିଡିଓ କରିଛି ସେ କାହିଁକି ହିନ୍ଦୀରେ କହୁଛି? ତୁମେ, ମୁଁ ଆମେ ସମସ୍ତେ ନିଜର ନିଜତ୍ବ ହରାଇ ବସିଛୁ, ନଚେତ ଯେତେବେଳେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ସ୍ୱର ଉତ୍ତୋଳନ ହେଉଥିଲା ସେତେବେଳେ ଯଦି ସମସ୍ତେ ଏକ ସ୍ୱରରେ ବିରୋଧ କରିଥାନ୍ତେ ଆଜି ଏ ଦୃଶ୍ୟ ଦେଖିବାକୁ ମିଳି ନ ଥାନ୍ତା।

Biswa Ranjan Mohanty 的头像
Biswa Ranjan Mohanty2 年前

Muku bhai bhalia loko rahile sabu nasta haba , ki ____ opposition heicha khali nija ghar loko kna bill haba nija loko sabu paibe, ethi Odisha budilani. Bihari bahu ku agaku aan n hele odisha budiba.

Luffy senpai 的头像
Luffy senpai2 年前

This is not right Stop misleading people

Kid generation 的头像
Kid generation2 年前

Bro please 🥺 Stop Your propaganda

Priya Kumari 的头像
Priya Kumari2 年前

ପ୍ରକୃତ କଥାହେଲା ତୁମେମାନେ ରାଜ୍ୟର ବିକାଶ ଓ ରୂପାନ୍ତରଣକୁ ଦେଖି ସହିପାରୁନ, ସେଥିପାଇଁ ଭିନ୍ନ ଭିନ୍ନ ବିଷୟକୁ ନେଇ ଲୋକଙ୍କୁ ଭ୍ରମିତ କରୁଛ |

Akash Biswal 的头像
Akash Biswal2 年前

ଏ ହିଣ୍ଡିଆ ଉପଦେଶ ତୋ ମୁକୁ ଭାଇ ପଛରେ ପୁରେଇଦେ ଭାଇନା...🤣

相关视频

Jai Jagannath ⭕❗⭕
0:56

Sensitive content

Jai Jagannath ⭕❗⭕

BALA

142,733 次观看 • 1 年前

Cutest lord jagannath devotee ⭕❗⭕
0:57

Sensitive content

Cutest lord jagannath devotee ⭕❗⭕

Vineeta Singh 🇮🇳

45,262 次观看 • 1 年前