正在加载视频...
视频加载失败
#୭_ଦିନ_ପ୍ରବଳ_ବର୍ଷିବ ! ବଦଳିଲା ପାଗର ମିଜାଜ୍ । ତାତିରେ ଲାଗିଲା ବ୍ରେକ୍, ଆଶ୍ୱସ୍ତି ଆଣିଲା ବର୍ଷା । ଆଜିଠୁ ୭ ଦିନ ଯାଏଁ ରାଜ୍ୟକୁ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । #OdishaWeather #IMDBhubaneswar #RainAlert #WeatherWarning #HeavyRain #OTV
21,732 次观看 • 1 年前 •via X (Twitter)
6 条评论

ବିଜୟ (ଜୟ ଜଗନ୍ନାଥ 🚩, ଜୟ ଶ୍ରୀରାମ 🚩)1 年前
ଆଉ ଥରେ ପାଠ ପଢ଼ି କି ଆସ , ଏତିକି ରେ ହେଇନାହିଁ ବର୍ଷା ର ଅନୁମାନ ତମେ କରି ପାରୁନ

Holly Dayle1 年前
Hey guys!! I've been listening to this song lately and thought it would be fun to do a cover of it!! wdyt!? #lovesong #music #Jazz #CoverSong #Singing

AJAYA KUMAR PRADHAN1 年前
ଆମ ଆଡେ ବର୍ଷା ହେଇକି ବନ୍ୟା ହେଇଗଲାଣି ଆପଣ ଖାଲି ରିଲିଫ୍ ଯଥା ଶୀଘ୍ର ଧରି ପହଞ୍ଚନ୍ତୁ

Rajenddra Pal1 年前
Wrong

ଦିପ୍ତି ରଞ୍ଜନ ବିଶ୍ୱାଳ🇮🇳𝙳𝚒𝚙𝚝𝚒🐦1 年前
Cuttack ରେ ମାହାଙ୍ଗା ରେ ଗୋଟେ ବୁଦା ବର୍ଷ ହୋଇନି ଆଶ୍ବସ୍ତି ବ୍ରେକ କିଛି ନାହିଁ ଆଗକୁ ଦେଖିବା..

DHARMENDRA MISHRA1 年前
କାଇଁ... ଭୁବନେଶ୍ୱର ରେ ତ କିଛି ବି ଜଣା ପଡ଼ୁନି 🤔
