Video wird geladen...
Video konnte nicht geladen werden
ଭୁବନେଶ୍ବର ପ୍ରବଳ ଟ୍ରାଫିକ୍ ଜାମ । ଜୟଦେବ ବିହାରରେ ଲମ୍ବିଛି ଗାଡ଼ି । ବହୁ ସମୟ ଧରି ଅପେକ୍ଷା କରିଛନ୍ତି ଲୋକେ । ଜୟଦେବ ବିହାରରୁ ନନ୍ଦକାନନ ରାସ୍ତା ଜାମ୍ । ରସୁଲଗଡ଼ରୁ ନୟାପଲ୍ଲୀ ରାସ୍ତାରେ ବି ଭିଡ଼ #Odisha #Traffic #Bhubaneswar
26,608 Aufrufe • vor 1 Jahr •via X (Twitter)
11 Kommentare

୨୪ ବର୍ଷ ର ସରକାର ର ଦୂର ଦୃଷ୍ଟି ର ଅଭାବ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହେଇଛି ନା ସହର ଭିତର ରାସ୍ତା ଗୁଡ଼ିକ ପ୍ରତି ଧ୍ୟାନ ଦେଇଛନ୍ତି ନା ସହର ବାହାର ରାସ୍ତାଗୁଡିକ ପ୍ରତି ସବୁ ଟ୍ରାଫିକ ପୋଷ୍ଟ ରେ ଅସମ୍ଭବ ଭିଡ଼ ସାଙ୍ଗକୁ VVIP ମାନଙ୍କ ପାଇଁ ରାସ୍ତା block ଯାହା ଜନସାଧାରଣ ଙ୍କର ଅବସ୍ଥା ଶୋଚନୀୟ ହେଇପଡୁଚି

You know it's time for something else when: ⬜⬜🟨⬜⬜ ⬜🟨🟨⬜⬜ ⬜🟨🟨🟨⬜ 🟨🟨🟨🟨⬜ 🟨🟨🟨🟨🟨 🟨🟨🟩🟨🟨 🟨🟩🟩🟨🟨 🟨🟩🟩🟩🟨 🟩🟩🟩🟩🟨 🟩🟩🟩🟩⬛

Smart city ra parichaya

Infrastructure in Bhubaneswar especially roads are not developed as required with influx of population, same roads, same length. Need more broader roads with footpaths to stop these road jams, The footpaths from Jaydev Vihar to Nandankanan are occupied illegally.

Oh WOW.. who would have thought..it would become such a problem. During our times .it took 15 min minutes to bike from home to college or Sahidnagar..

Need flyover from Nandankanan to kalinga stadium square

ଯେତିକି bike ସେତିକି ଚାରି ଚକିଆ ଦେଖା ହେଉଛି, ଯେତେ ରାସ୍ତା କରିଲେ ବି ଆଗକୁ କମ୍ ପଡ଼ିବ। More usage of public transportation is the only way out

Solution: outside ring road

ଓଡ଼ିଶା କଣ,ଭୁବନେଶ୍ୱର ର ଏ ଅବସ୍ଥା ପାଇଁ 5T ଦାୟୀ।

What is your/our govt doing for to fix this long pending issue.

Present BJP government should understand which is important: Puri airport or perineal traffic problems in Bhubaneswar. If this is the condition today, what will happen after a few years?
