#ganjam

#ଓଡ଼ିଶାର_12th_Fail ଦ୍ବାଦଶ ଶ୍ରେଣୀରେ ଫେଲ୍ ହେବା ପରେ ଅଧାରେ ପାଠ ଛାଡ଼ିଥିବା ପିଲା ଯେ OCS ପରୀକ୍ଷାରେ ପାସ୍ କରିପାରିବେ ତାହା ଭାବିବା ବି ଆଶ୍ଚର୍ଯ୍ୟର କଥା। IPS ମନୋଜ ମିଶ୍ରଙ୍କ ଜୀବନକୁ ନେଇ ହିନ୍ଦୀ ଫିଲ୍ମ 12TH FAIL ପରି ଓଡ଼ିଶାର ଏ ବ୍ୟକ୍ତଙ୍କ କାହାଣୀଟି ବି ମଧ୍ୟ ଆପଣଙ୍କୁ ତାଜୁବ କରିଦେବ। #12thFail #OCS #Ganjam #OTV
ଓଟିଭି47,297 views • 1 year ago

#୨_ପ୍ରିଜାଇଡିଂ_ଅଫିସରଙ୍କୁ_ଗିରଫ_ନିର୍ଦ୍ଦେଶ ୨ ପ୍ରିଜାଇଡିଂ ଅଫିସରଙ୍କୁ ସସପେଣ୍ଡ ସହ ଗିରଫ ନିର୍ଦ୍ଦେଶ । ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା CEOଙ୍କ ସୂଚନା । ଛତ୍ରପୁରର ୨୭ ଓ ୧୬୩ ନଂ ବୁଥର ପ୍ରିଜାଇଡିଂ ଅଫିସର ଡ୍ୟୁଟିରେ ଗୁରୁତର ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ। #Ganjam #CEO #Presidingofficer #OTV
ଓଟିଭି37,653 views • 2 years ago
No more content to load


