#naveenpatnaik

ପୂର୍ବତନ ମୁଖ୍ୟମନ୍ତ୍ରୀ ୧୫ ବର୍ଷ ଏକୁଟିଆ ଶାସନ କରିଛନ୍ତି । ବିଜେଡି ସରକାରକୁ ଦୁର୍ନୀତି ଗ୍ରାସ କରିକି ରଖିଥିଲା । ସବୁ ସ୍କାମ୍ ସେବେ ହୋଇଥିଲା । ତାଙ୍କ ଭୁଲ୍ ସୁଧାରିବାକୁ ଆମକୁ ବର୍ଷେ ଲାଗିଗଲା : ପୃଥ୍ୱୀରାଜ ହରିଚନ୍ଦନ, ଆଇନ ମନ୍ତ୍ରୀ #NaveenPatnaik #Odisha #Politics #KanakNews #PrithivirajHarichandan
Kanak News32,581 views • 1 month ago

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ... ପରିସ୍ଥିତି ଗମ୍ଭୀର ରହିଛି...ବର୍ତ୍ତମାନ ସ୍ଥିତିରେ ଇସ୍ତଫା ଦେବା ଉଚିତ କହିଲେ.. ତଦନ୍ତ ଚାଲିଛି କହିଲେ ବିଜେପି ସାଂସଦ ପ୍ରଦୀପ ପୁରୋହିତ... #NaveenPatnaik #NEETControversy #EducationMinisterResign #PradeepPurohit #OTV
ଓଟିଭି22,881 views • 1 month ago

ନବୀନ ବାବୁ - ଡ. ଦେବେନ୍ଦ୍ର ପ୍ରଧାନ - ଦିଲୀପ ରାୟଙ୍କ ଶପଥ ଗ୍ରହଣ : ୧୯୯୮ #NaveenPatnaik #Atalji
Prashant Sahu 🇮🇳18,195 views • 2 months ago

'#ପୁରୀରେ_ଜଳୁଥିଲା_ବିଜୁବାବୁଙ୍କ_ଚିତା..#ନବୀନ_ଖାଉଥିଲେ_ଆମିଷ' 'ଯେତେବେଳେ ପୁରୀରେ ବିଜୁବାବୁଙ୍କ ଚିତା ଜଳୁଥିଲା...ଦିଲ୍ଲୀରେ ପୁଅ ନବୀନ ଦିଲ୍ଲୀପ ରାୟଙ୍କ ହୋଟେଲରେ ଖାଉଥିଲେ ଆମିଷ। ଆମର ବିଶ୍ୱାସ ରହିଛି ବାପାଙ୍କ ମୃତ୍ୟୁରେ ପୁଅ କେବେ ଆମିଷ ଖାଇବା କଥା ନୁହେଁ। କିନ୍ତୁ ନବୀନ ଆମିଷ ଖାଇଥିଲେ ।' #BijuPatnaik #NaveenPatnaik #OTV
ଓଟିଭି35,966 views • 1 year ago


