#odishapolice

ରାଜ୍ୟରେ ଆଇନ-ଶୃଙ୍ଖଳା ରକ୍ଷା ତଥା ଅପରାଧ ରୋକିବା ଓ ଅପରାଧମୁକ୍ତ ସମାଜ ଗଠନ ପାଇଁ ଓଡ଼ିଶା ପୋଲିସ ସଦା ସଚେତନ ଓ ପ୍ରତିବଦ୍ଧ। ଓଡ଼ିଶା ପୋଲିସ ନ୍ୟୁଜ ବୁଲେଟିନ୍: ୮ ଜୁଲାଇ ୨୦୨୬ ତାରିଖର ପ୍ରମୁଖ ଘଟଣା, ତଦନ୍ତ ଓ ପୋଲିସ କାର୍ଯ୍ୟାନୁଷ୍ଠାନର ସଂକ୍ଷିପ୍ତ ବିବରଣୀ। #OdishaPolice News Bulletin | July 8, 2026 Committed to ensuring a safe, secure, and crime-free Odisha, Odisha Police continues to take firm action against criminals and illegal activities while steadfastly protecting the lives and interests of every citizen. #Police #LawAndOrder #OdishaPoliceNews #CrimeNews CMO Odisha DGP, Odisha I & PR Department, Odisha Criminal Investigation Department and Crime Branch
Odisha Police25,939 Aufrufe • vor 18 Tagen

#ଏତେ_ଦିନ_ଚାକିରି_କଲେ_କିଛି_ପାଇଲେନି ୩୯ ବର୍ଷର ସେବା ପରେ ଶୂନ୍ୟ ହାତରେ ବିଦାୟ ନେଲେ ଗୃହରକ୍ଷୀ ଚନ୍ଦ୍ରମଣି । ଥାନାକୁ ମୁଣ୍ଡିଆ ମାରି ଲୁହଭରା ଆଖିରେ ଖାକି ପୋଷାକକୁ କହିଲେ ଅଲବିଦା । ୫ ଟଙ୍କାରୁ ଆରମ୍ଭ ହୋଇଥିଲା ଚାକିରି । ଅବସର ବେଳକୁ ନା ଅଛି ପେନସନ ନା ବ୍ୟାଙ୍କ ବାଲାନ୍ସ #Odisha #OdishaPolice #KanakNews #Niali
Kanak News20,294 Aufrufe • vor 3 Monaten

This is Heartbreaking 💔 Womens are not safe even in Police Station. Dinakrushna Mishra a Police Man Sexually assaulted the fiancèe of an army officer in Police Station when she had gone to lodge a complaint of road rage. #OdishaPolice #Odisha #TirupatiLaddu #BharatpurPolice
Sumit Jaiswal 🇮🇳63,847 Aufrufe • vor 1 Jahr

#ଟାଇଟ୍_ହେବ_ପୋଲିସ ମୁଖ୍ୟମନ୍ତ୍ରୀ ଭୁଲି ନାହାନ୍ତି ସେଦିନର ସେ ପୁରୁଣା କଥା । ତାଙ୍କ ସହ ପୋଲିସ କରିଥିବା ସେ ବ୍ୟବହାରକୁ ଏବେ ବି ମନେ ରଖିଛନ୍ତି । ରାଜ୍ୟର ୧୪ଟି ଥାନାର ନୂତନ ବିଲଡିଂ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ଏମିତି କିଛି ପୁରୁଣା କଥା ମନେପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । #MohanMajhi #OdishaPolice #OTV
ଓଟିଭି40,914 Aufrufe • vor 1 Jahr

ଇଏ ହେଉଛନ୍ତି DSP ସୃଷ୍ଟି ପ୍ରଧାନ। ଯିଏ ସୃଷ୍ଟି କରିଛନ୍ତି ଉଦାହରଣ। ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ ଦୀକ୍ଷାନ୍ତ ସମାରୋହରେ ଚିତାକର୍ଷକ ପରେଡ୍ ପ୍ରଦର୍ଶନ କରିବା ସହ ପୋଛି ନେଇଛନ୍ତି ମେଡ଼ାଲ। #AchievementNews #SrushtiPradhan #OdishaPolice #BijuPatnaikAcademy #PoliceTrainingDSP #Inspiration #OdishaTV #OTV
ଓଟିଭି10,476 Aufrufe • vor 3 Monaten


