#puri

ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳକମଳେ ରତ୍ନସିଂହାସନସ୍ଥଂ ସର୍ବାଳଙ୍କାରଯୁକ୍ତଂ ନବଘନରୁଚିରଂ ସଂଯୁତଂ ଚାଗ୍ରଜେନ । ଭଦ୍ରାୟା ବାମଭାଗେ ରଥଚରଣଯୁତଂ ବ୍ରଦ୍ମରୁଦ୍ରେନ୍ଦ୍ରବନ୍ଦ୍ୟମ୍ ବେଦାନାଂ ସାରମୀଶଂ ସ୍ବଜନପରିବୃତଂ ବ୍ରଦ୍ମଦାରୁଂ ଭଜେଽହମ୍ ।। Today's Patitapabana Darshan at Shree Jagannatha Temple. #Puri #JaiJagannatha
Shree Jagannatha Temple, Puri10,872 Aufrufe • vor 3 Tagen

#ରଥଯାତ୍ରା_୨୦୨୬ କଳା ଶ୍ରୀମୁଖକୁ ଚାହିଁ ଭାବ ବିହ୍ବଳ ହେଉଛନ୍ତି ଭକ୍ତ। ବଡ଼ଦାଣ୍ଡରେ ଆଜି ଏକାକାର ଭକ୍ତ ଭଗବାନ। ଆହାଃ କି ଅପୂର୍ବ ଏ ଦୃଶ୍ୟ… ବିଶ୍ବନିୟନ୍ତାଙ୍କୁ ଦର୍ଶନ କରି ପବିତ୍ର ଚର୍ମଚକ୍ଷୁ #RathaJatraWithOtv #Puri #RathaJatra #GhoshaYatra #GundichaJatra #LordJagannath #RathaJatra2026 #JayJagannath #OTV
ଓଟିଭି37,200 Aufrufe • vor 15 Tagen



