#rathajatra

One of the most unique traditions of #RathaJatra is the Dahuka Daka (ଡାହୁକ ଡାକ). It is believed that the Rathas will not roll until the Dahuka begins his rhythmic chants. Standing atop the Ratha, he guides the pulling of Rathas with his stick while reciting age-old verses. Jai Jagannatha.
Manas Muduli57,461 просмотров • 1 месяц назад

#ରଥଯାତ୍ରା_୨୦୨୬ କଳା ଶ୍ରୀମୁଖକୁ ଚାହିଁ ଭାବ ବିହ୍ବଳ ହେଉଛନ୍ତି ଭକ୍ତ। ବଡ଼ଦାଣ୍ଡରେ ଆଜି ଏକାକାର ଭକ୍ତ ଭଗବାନ। ଆହାଃ କି ଅପୂର୍ବ ଏ ଦୃଶ୍ୟ… ବିଶ୍ବନିୟନ୍ତାଙ୍କୁ ଦର୍ଶନ କରି ପବିତ୍ର ଚର୍ମଚକ୍ଷୁ #RathaJatraWithOtv #Puri #RathaJatra #GhoshaYatra #GundichaJatra #LordJagannath #RathaJatra2026 #JayJagannath #OTV
ଓଟିଭି37,312 просмотров • 1 месяц назад

ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୂଢ଼ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ମଙ୍ଗଳ ଆଳତି ଦର୍ଶନ। 🙏🙏 #RathaJatra
Shree Jagannatha Temple, Puri20,783 просмотров • 1 месяц назад

The Adya Sevak (First Servitor) of Mahaprabhu, the Gajapati Maharaja, arrives to perform the Chhera Pahanra ritual during #RathaJatra. With a golden-handled broom, he sweeps each of the three Rathas - a timeless reminder that in the Mahaprabhu’s presence, everyone is a servant. Jai Jagannatha.🙏
Manas Muduli16,188 просмотров • 1 месяц назад

ଆଉ ମାତ୍ର ୨ ଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଭକ୍ତ ଓ ଭଗବାନଙ୍କ ମହାମିଳନର ଏହି ମହାର୍ଘ ମୁହୂର୍ତ୍ତ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଶ୍ରୀବିଗ୍ରହମାନଙ୍କ ତିନି ରଥ ନୂଆ ରୂପରେ ସଜେଇ ହେଉଛନ୍ତି, ଯାହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁ ଚାହିଁ ରହିଛନ୍ତି । ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ।🙏 #RathaJatra #JaiJagannatha #RathaJatra2026 #RathaYatra #ShreeJagannathaDhaam
Shree Jagannatha Temple, Puri16,227 просмотров • 1 месяц назад

