#sambalpur

ଓଡ଼ିଶାର ଜୈବବିବିଧତା ଓ ବନ୍ୟପ୍ରାଣୀ ସଂରକ୍ଷଣର ଅନ୍ୟତମ ପ୍ରତୀକ ହେଉଛି ଦେବ୍ରିଗଡ଼ ଅଭୟାରଣ୍ୟ । ସୁରକ୍ଷିତ ବାସସ୍ଥଳୀ, ସମୃଦ୍ଧ ଜୈବବିବିଧତା ଏବଂ ସ୍ୱେଚ୍ଛାକୃତ ଗ୍ରାମ ପୁନର୍ବାସ ଯୋଜନାର ସଫଳ ରୂପାୟନ ମାଧ୍ୟମରେ ଦେବ୍ରିଗଡ଼ ଆଜି ସୁରକ୍ଷିତ ଓ ସମୃଦ୍ଧ। #Debrigarh #WildlifeConservation #Sambalpur #Odisha
Dharmendra Pradhan15,244 görüntüleme • 7 gün önce

'ଶୀତଳ ଷଷ୍ଠୀ' ଆମ ଓଡ଼ିଆ ସଂସ୍କୃତିର ଅନନ୍ୟ ଗାରିମା ଏବଂ ଭାବମୟ ପରିଚୟ । #SitalSasthi2026 #Sambalpur #Odisha
Dharmendra Pradhan111,122 görüntüleme • 2 ay önce

Assets including 2 bldgs, 20 plots in #Sambalpur, Cash ₹19.72 lakh, 1 Hyva truck, 2 tractors, 1 four-wheeler, 3 two-wheelers etc, unearthed during searches of Dhanurdhar Biswal, Establishment Officer-cum-Office Superintendent, VIMSAR, Burla, Sambalpur. Searches continuing.
Odisha Vigilance47,991 görüntüleme • 2 ay önce

ଭାରତ ମାତା କୀ ଜୟ ! भारत माता की जय ! #HarGharTiranga #TirangaYatra #Sambalpur #Odisha
Dharmendra Pradhan18,393 görüntüleme • 1 ay önce

#ମୋ_ଇଚ୍ଛା_ଲାଗିଲା_ମୁଁ_ଡେଇଁଲି ସମ୍ବଲପୁର: ମହାନଦୀ ଚାଉଁରପୁର ବ୍ରିଜ୍ରୁ ଡେଇଁଥିବା ଯୁବକ ଉଦ୍ଧାର । ଉଦ୍ଧାର ପରେ ଯୁବକ ଜଣଙ୍କ ଦେଲେ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା-କହିଲେ ମୁଁ ଜାଣିବାକୁ ଚାହୁଁଥିଲି ପ୍ରଶାସନ କେତେ ସମୟରେ ଉଦ୍ଧାର ପାଇଁ ପହଞ୍ଚୁଛି। #Sambalpur #Mahanadi #RescueOperation #ChaunrpurBridge #OTV
ଓଟିଭି18,715 görüntüleme • 2 ay önce

ओडिशा के संबलपुर में होमगार्ड भर्ती परीक्षा के लिए एयरस्ट्रिप को परीक्षा केंद्र बनाया गया ◆187 पदों के लिए 8–9 हजार से अधिक अभ्यर्थी पहुंचे, संख्या ज्यादा होने से रनवे पर परीक्षा हुई ◆ पांचवीं पास की इस भर्ती में ग्रेजुएट-पोस्टग्रेजुएट उम्मीदवार भी शामिल दिखे #Sambalpur | Home Guard Exam | #Odisha
News2457,602 görüntüleme • 8 ay önce

#ଓଡ଼ିଆ_ସିନେମାରେ_ମୁଁ_କାମ_କରିବି_ନାହିଁ .. ସମ୍ବଲପୁରୀ ହାସ୍ୟ ଅଭିନେତା ଜୋଗେସ୍ ଜୋଜୋ କହିଲେ , ତୁମ ଓଡ଼ିଆ ଇଣ୍ଡଷ୍ଟ୍ରିରେ କାମ କର ଆମେ ସମ୍ବଲପୁର ଇଣ୍ଡଷ୍ଟ୍ରି କରିବୁ , କିଏ କ’ଣ ଉଖାଡିବ ଉଖାଡ଼ । ଓଡ଼ିଆ ସିନେମାରେ ମୁଁ କାମ କରିବି ନାହିଁ .. : ସମ୍ବଲପୁରୀ ହାସ୍ୟ ଅଭିନେତା #KanakNews #JogeshJojo #Sambalpur #Odisha
Kanak News76,660 görüntüleme • 2 yıl önce

