Загрузка видео...
Не удалось загрузить видео
ଧନ୍ୟବାଦ ବରଗଡ଼ 🙏
56,379 просмотров • 2 лет назад •via X (Twitter)
Комментарии: 10

Sir job vacancy କେବେ ଆସିବ?

Eagerly waiting ur august visit on home turf -so many struggles -so many aspirations -so many collective efforts -so many determinations to transform #MaatiMaaKendujhar & to bring back the due dvlpmnt of Kendujhar on right track -let Kendujhar b the growth #ENGINE of #Odisha rgds

ମାନ୍ୟବର ମୁଖ୍ୟମନ୍ତ୍ରୀ ମହାଶୟଙ୍କୁ ମୋର ପଦେ ଯେଉଁ ସାଧାରଣ ପରିବାରର ମହିଳାମାନେ ଭୋଟ ଦେଇ ବିଜେପିକୁ ଶାସନ କୁ ଆଣିଲେ କିନ୍ତୁ ବିଭିନ୍ନ ସୋସିଆଲ ମିଡିଆ ରେ ପ୍ରଚାର ହେଉଛି କି ପରିବାରର ଜଣେ ମହିଳାଙ୍କୁ ଶୁଭଦ୍ରା ଭାଉଚର ମିଳିବ ଯଦି ଏହା ସତ୍ୟ ଭୋଟ ପୂର୍ବରୁ କହିଥିଲେ ଠିକ୍ ହୋଇଥାନ୍ତା।ବିଚାର କରନ୍ତୁ।ଭୋଟନେବେ ସମସ୍ତଙ୍କର ଦେବେ ଜଣଙ୍କୁ

@dillipodisha Hope the new Green Field Airport will established in Bhubaneswar over 1000 acres area which was selected by the central team many years ago. Hope the road infra and Block HQ will get proper buildings like the Mini Secretariat in GGN where all govt offices can run under one roof.

#24 ବର୍ଷ ଭିତରେ ଆମେ କେବେବି ଦେଖିନଥିଲୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସାଧାରଣ ଜନତାଙ୍କ ସହିତ ଆଲୋଚନା କରିବାର ,ପ୍ରଥମ ଥର ଦେଖୁଚୁ ଓଡିଶାର ସାଧାରଣ ଜନତା ସହିତ ମୁଖ୍ୟମନ୍ତ୍ରୀ @MohanMOdisha ଆଲୋଚନା କରୁଛନ୍ତି

Sir kindly publish osssc forest guard results as soon as possible pls 🙏

Health workers, media personnel, retired military personnel and others are not exempted from toll tax. But Many BJD leaders (except MP/MLA) also were issued special passes for exemption of toll tax. It was issued by 3rd floor. I don’t find their eligibility as per NHAI norms.

Please regularize the art and sports teachers who have been working as part-time teachers in upper primary schools for 11 years.

ବହୁତ ସୁନ୍ଦର।ଜୟ ଜଗନ୍ନାଥ। ମୁଖ୍ୟମନ୍ତ୍ରୀ ଜୀ ଗୋଟିଏ ଅନୁରୋଧ। ରାଜସ୍ବ ନାମରେ ଓଡ଼ିଶାର ଗରିବ ଜନତାଙ୍କୁ ମଦ ପିଆଇ ଶୋଷଣ କରାନଯାଉ।ଚୋରା ମଦ ବିକ୍ରି ବନ୍ଦ ହେଉ।

ଓଡିଶାବାସୀ ଙ୍କ ପ୍ରକୃତ ସେବକ 🙏

