Loading video...
Video Failed to Load
ଭାରତ ବନ୍ଦ କଣ ପାଇଁ 🙋🏼♂️
24,908 views • 2 years ago •via X (Twitter)
10 Comments

ଭାଇରେ ଜ୍ଞାନ କମ୍ ଅଛି ଜଣା ପଡୁଛି,କିଛି ନ ଜାଣି ଫାଲତୁ ଭାଷଣ ମାରାନ,ଯୋଉ ଜିନିଷ ଜାଣିନ ଗପ ମାରିବା ଦରକାର ନାହିଁ,

ତୁମ ଘର କେଉଁଠି କୁହ, ଆମେ ଯାଉଛୁ , ବନ୍ଦ କେମିତି ନ କରୁଚ ଦେଖିବା।

ଏ ଗାମୁଛା ବାଲା ବେଶି ଭାଷଣ ମାରି ଚାଲିଛି ଯଦି ଏବେ ହିନ୍ଦୁ ମାନଙ୍କ ବିରୋଧ ରେ କେହି କହିଲେ ସାଙ୍ଗେ ସାଙ୍ଗେ ଭାରତ ବନ୍ଦ ଡାକରା ଦେଇଦେବୁ ବେଶି ଭାଷଣ ମରୁଚୁ ତୁ

ଗୋ ମୂତ୍ର ପିଇବା ବାଲା ତୁ କଣ ଜାଣିବୁ #BharatBandh ର ମହତ୍ୱ

ଭାଇ ଜଣେ sc ଓ st ଲୋକ doctor ହୁଅନ୍ତୁ କି Engineer ହୁଅନ୍ତୁ ସେ ତ ଜାତି ଆକାରରେ Sc ଓ St ହିଁ ରହିବ ତାଙ୍କୁ କେହି ଜାତି ରୁ ହଟାଇ ପାରିବେ ନାହିଁ ତାହା ହେଲେ Reservation ଉପରେ କାହିଁକି ଅଦଳ ବଦଳ ହେବ

SC ST କେତେ ଜଣ Doctor, Collector,Engineer ଅଛନ୍ତି କହିବେ ki। Gote office re କେତେ ଜଣ SCST catagory ଲୋକ ଅଛନ୍ତି ଜାଣିଛନ୍ତି

For ur kind information central govt wanted to fillup the position through direct entry which is unconstitutional. Thats why there is opposition for direct entry.. Supreme court gave correct decision but the central govt doesn't want to follow that Got it.. Have some knowledge.

ସ୍ୱାଧୀନତା ର 75 ବର୍ଷ ପରେ ବି ଆରକ୍ଷଣ କଣ ପାଇଁ ? କେବଳ ଅର୍ଥନୈତିକ ଆଧାର ରେ ଆରକ୍ଷଣ ସମସ୍ତଙ୍କୁ ମିଳୁ ? ପୃଥିବୀ ର କୋଉ ଦେଶରେ ଏମିତି ବେବସ୍ତା ନାହିଁ ?

I will support this nationwide strike

କାହିଁକି #ଭାରତ ବନ୍ଦ! କେତେ ଯୁଗ #ଜାତିଭିତ୍ତିକ ରିଜର୍ଭେସନ ନେବ ! ଏଦେଶକୁ ନିମ୍ନଗାମୀ କଲ । ଏ ରାଜନୈତିକ ଦଳଗୁଡିକ #ଭୋଟରାଜନିତି କଲେ । ଶେଷରେ @SCofIndia ହସ୍ତକ୍ଷେପ କରିଲା । @drrkmohanty @PrasantPathak_ @narendramodi #NoStrike
