Загрузка видео...
Не удалось загрузить видео
ୟେ ହେଉଛି ବିଜେପିର ସଂସ୍କାର
54,744 просмотров • 2 лет назад •via X (Twitter)
Комментарии: 9

ନିଜେ ମୁଖ୍ୟମନ୍ତ୍ରୀ କି ଦୁଇ ଉପମୁଖ୍ୟମନ୍ତ୍ରୀ କେହି ଆସିଲେନି ଆଉ ଧର୍ମେନ୍ଦ୍ର ବାବୁଙ୍କୁ ରାଷ୍ଟ୍ରପତି କହିଲା ପରେ ଗଲେ ଏଥିରୁ ବିଜେପିର ସଂସ୍କାର ଜଣାପଡୁଛି

ହଁ ଆଗ ଗୋଇଠା ମାରିବ ସେଇଠୁ ପରେ ବିଷ୍ଣୁ କହିବ ।

ଏଇ ହଉଛି Naveen Pattnaik ଙ୍କ ସ୍ଵାଭିମାନ। ନିର୍ଲଜ୍ଜ।

ରାଜନୀତିରେ ବିଜୟ ଏବଂ ପରାଜୟ ଏକ ପ୍ରକ୍ରିୟା । କ୍ଷମତା ଚିରସ୍ଥାୟୀ ନୁହେଁ । ରାଜନୀତି ଅଲଗା କଥା, ତା ପାଇଁ ସଂପର୍କ ଏବଂ ସମ୍ମାନ କ୍ଷୁଣ୍ଣ ହେବା କଥା ନୁହେଁ ।

ମହାମହିମ ରାଷ୍ଟ୍ରପତି କହିବା ପରେ ନବୀନ ପଟ୍ଟନାୟକଙ୍କୁ ସମ୍ମାନ ଜଣାଇଲା ବିଜେପି ଏଥିରେ ସଂସ୍କାର କୋଠୁ ଆସିଲା

ସଂସ୍କାର ନା ବାଳ। ଆରେ ବୋକା ଚୋଦା ଅନ୍ଧ ଭକ୍ତ ନବୀନ ବାବୁ ଦେବ ତୁଲ୍ୟ ଲୋକ। ତାଙ୍କ ଜାଗାରେ ଆଉ କିଏ ଥିଲେ ଏମିତି ପାଛୋଟି ନେଇ ଯାଇଥାନ୍ତେ।

ସଂସ୍କାର ଟା ବିଜେପି ର ନୁଁହ ନବୀନ କରିଥିବା କର୍ମ ହୁଏତ ଅନ୍ୟ କେହି ନେତା ବିରୋଧୀଙ୍କ ଭିତରକୁ ଯିବାକୁ ଚାହିଁବେନି କିନ୍ତୁ ନବୀନ ରାଜନୀତି ଠୁଁ ଉର୍ଦ୍ଧରେ ବୋଲି ଶପଥ ଗ୍ରହଣ ବେଲୁ ପରିଚୟ ଦେଇଛନ୍ତି କାହିଁ ଅନ୍ୟ ରାଜ୍ୟରେ କି କେନ୍ଦ୍ର ନେତାଙ୍କର ଏଭଳି ସଂସ୍କାର ଟିକେ ଦେଖେଇବେ କି

ଏ ହୋଉଛି ନବୀନ ବାବୁଙ୍କ ପାୱାର......

ମୁଖ୍ୟମନ୍ତ୍ରୀ ହେଇଗଲା ବୋଲି.ବାସି ବାଳରେ ଖାତିରି କରୁନି ଶଳା ଆଦିବାସୀ. 🫣
